କୂଅ ସଫା କରିବା ବେଳେ ଜଣେ ମୃତ, ୩ ଗୁରୁତର

ଜୟପୁର: ଜୟପୁର ଗୋପବନ୍ଧୁ ନଗରସ୍ଥିତ ଗୁଦ୍ୱାରରେ ଥିବା ଏକ କୂଅ ସଫା କରିବା ବେଳେ ଶ୍ୱାସରୁଦ୍ଧ ହୋଇ ଜଣକର ମୃତ୍ୟୁ ଘଟିଥିବା ବେଳେ ୩ ଜଣ କୁରୁତର ଅସୁସ୍ଥ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଗୁପ୍ତ ନାୟକ। ଆହତମାନଙ୍କୁ ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗୁରୁଦ୍ୱାରରେ ଥିବା କୂଅ ସଫା କରିବାକୁ ଆଜି ଦୁଇ ଜଣ ଲୋକ ଭିତରକୁ ଯାଇଥିଲେ। କୂଅ ଭିତରେ ସେମାନେ ଅଚେତ ହୋଇ ପଡିବାରୁ ଅନ୍ୟ ଦୁଇଜଣ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅସୁସ୍ଥ ହୋଇ ପଡିଥିଲେ। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଏ। ସେଠାରେ ଗୁପ୍ତଙ୍କ ମୃତ୍ୟୁ ଘଟିଥିଲା।

ଆହୁରି ପଢ଼ନ୍ତୁ

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍‌ରେ ‘କରୋନା’ ସ୍ଥିତି ସାଂଘାତିକ

ସରକାରୀ ଥଇଥାନ କେନ୍ଦ୍ର ପାଲଟିଛି ନବୀନ ନିବାସ

ମହାମାରୀରେ ବି ଭୂମିହୀନ ଚାଷୀଙ୍କୁ ଭଣ୍ଡେଇବେ: ‘କାଳିଆ’ ପରେ ‘ବଳରାମ’

୪୦ ବର୍ଷ ପରେ…ବାଘୁଣୀ ଖଇରୀକୁ ଝୁରୁଛି ମା ନିହାର ନଳିନୀ

ବର୍ଷକର ରିପୋର୍ଟ କାର୍ଡ ରଖିଲେ ସାଂସଦ ଅପରାଜିତା

କେଉଁ ବିଭାଗ ପାଇଁ ଲାଗୁ ହେବନି ୫୦% କର୍ମଚାରୀ ନିୟମ?

ସମ‌୍‍ ହସ୍ପିଟାଲରେ ହେବ କୋଭିଡ ଭ୍ୟାକ୍‌ସିନ‌୍‍ର ପରୀକ୍ଷଣ

ମହଣ ମହଣ ସୁନାରେ ଝଲସୁଛନ୍ତି ୩ ଠାକୁର

କରୋନାରେ ଆସିଲା କରୁଣ କାହାଣୀ , ସ୍ୱାମୀ ସ୍ତ୍ରୀ ଚାଲିଗଲା ପରେ ଆସିଲା ଭଲ ଖବର

ଅଧିକ ଟ୍ରେନ୍ ଆସିବା ଉପରେ ଆପତ୍ତି ଉଠାଇଲା ଓଡ଼ିଶା

ସରକାର ଫେଲ୍ : ବିଧାନସଭା ଅଧିବେଶନ ଡାକିବାକୁ ଦାବି କଲା କଂଗ୍ରେସ

କରୋନା ସଂକ୍ରମିତ ବଢ଼ିଲେ ବି କଣ୍ଟ୍ରୋଲରୁମ୍ ବନ୍ଦ କଲା ଓଡ଼ିଶା