Advertisment

କୂଅ ସଫା କରିବା ବେଳେ ଜଣେ ମୃତ, ୩ ଗୁରୁତର

ଜୟପୁର: ଜୟପୁର ଗୋପବନ୍ଧୁ ନଗରସ୍ଥିତ ଗୁଦ୍ୱାରରେ ଥିବା ଏକ କୂଅ ସଫା କରିବା ବେଳେ ଶ୍ୱାସରୁଦ୍ଧ ହୋଇ ଜଣକର ମୃତ୍ୟୁ ଘଟିଥିବା ବେଳେ ୩ ଜଣ କୁରୁତର ଅସୁସ୍ଥ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଗୁପ୍ତ ନାୟକ। ଆହତମାନଙ୍କୁ ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁଦ୍ୱାରରେ ଥିବା କୂଅ ସଫା କରିବାକୁ ଆଜି ଦୁଇ ଜଣ ଲୋକ ଭିତରକୁ ଯାଇଥିଲେ। କୂଅ ଭିତରେ ସେମାନେ ଅଚେତ ହୋଇ ପଡିବାରୁ ଅନ୍ୟ ଦୁଇଜଣ ତାଙ୍କୁ ଉଦ୍ଧାର କରିବାକୁ […]

କୂଅ ସଫା କରିବା ବେଳେ ଜଣେ ମୃତ, ୩ ଗୁରୁତର

jaypur

Advertisment

ଜୟପୁର: ଜୟପୁର ଗୋପବନ୍ଧୁ ନଗରସ୍ଥିତ ଗୁଦ୍ୱାରରେ ଥିବା ଏକ କୂଅ ସଫା କରିବା ବେଳେ ଶ୍ୱାସରୁଦ୍ଧ ହୋଇ ଜଣକର ମୃତ୍ୟୁ ଘଟିଥିବା ବେଳେ ୩ ଜଣ କୁରୁତର ଅସୁସ୍ଥ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଗୁପ୍ତ ନାୟକ। ଆହତମାନଙ୍କୁ ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ଗୁରୁଦ୍ୱାରରେ ଥିବା କୂଅ ସଫା କରିବାକୁ ଆଜି ଦୁଇ ଜଣ ଲୋକ ଭିତରକୁ ଯାଇଥିଲେ। କୂଅ ଭିତରେ ସେମାନେ ଅଚେତ ହୋଇ ପଡିବାରୁ ଅନ୍ୟ ଦୁଇଜଣ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅସୁସ୍ଥ ହୋଇ ପଡିଥିଲେ। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଏ। ସେଠାରେ ଗୁପ୍ତଙ୍କ ମୃତ୍ୟୁ ଘଟିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe