""
ଓଡ଼ିଶା Videos ବିଲୁପ୍ତ ହୋଇଯିବ କି ଦଶପଲ୍ଲାର କୁଆଁରିଆ ମୃଗ ବିହାର? ପର୍ଯ୍ୟଟନ ଋତୁ ଆସିଲେ ମନେପଡେ ଦଶପଲ୍ଲାର କୁଆଁରିଆ ମୃଗ ବିହାର। ହରିଣଙ୍କ ସ୍ବର୍ଗ କୁହାଯାଉଥିବା ଦଶପଲ୍ଲାର ଏହି ମୃଗ ବିହାରରେ ସବୁବେଳେ ଲାଗେ ଲୋକଙ୍କ ଭିଡ। ବିସ୍ତିର୍ଣ୍ଣ ଜଳରାଶୀ ସହ ହରିଣଙ୍କ ଉପସ୍ଥିତି ଲୋକଙ୍କୁ ଆକୃଷ୍ଟ କରେ। ଖାସ୍ ସେଥିପାଇଁ ତ କାହିଁ କେତେ ଦୂରରୁ ପର୍ଯ୍ୟଟକମାନେ ଆସି ଭିଡ ଜମାନ୍ତି । ହେଲେ ଏଠାରେ ଲୋକଙ୍କ ମନ କିଣୁଥିବା ହିରିଣ ମାନଙ୍କ ଅବସ୍ଥା କିଭଳି ଅଛି କେବେ ବୁଝିଛନ୍ତି କି ? 19 Jan 2023 16:21 ISTManoj Swain Follow Usବିଲୁପ୍ତ ହୋଇଯିବେ କି ହରିଣ ? | Odisha ReporterAdvertisment Read More Advertisment