୩ ଦିନ ପାଇଁ ଶଟଡାଉନ୍‌ ହେଲା କୁଜଙ୍ଗ

ପାରାଦୀପ(ରମାକାନ୍ତ ନାୟକ):କୁଜଙ୍ଗ ସବ୍-ଜଜ୍ ଏବଂ ଜେଏମଏଫସି କୋର୍ଟରେ ୨ ଜଣ ପଜିଟିଭ ଚିହ୍ନଟ ପରେ କୁଜଙ୍ଗ ବଜାର ସମେତ ଏହାର ଆଖପାଖ ଅଞ୍ଚଳ ୩ ଦିନ ପାଇଁ ଶଟଡାଉନ୍‌ ଘୋଷଣା କରାଯାଇଛି।  ଏହି ସମୟରେ କୁଜଙ୍ଗ କୋର୍ଟ ମଧ୍ୟ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ । କୋର୍ଟ ପରିସରକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଛି । ଦୋକାନ ବଜାର ଖୋଲିବା ଏବଂ ଜନସାଧାରଣଙ୍କ ସ୍ୱାଭାବିକ ଚଳପ୍ରଚଳ ଉପରେ ଅଙ୍କୁଶ ଲଗାଯାଇଛି । କେବଳ ଜରୁରୀକାଳିନ […]

Luckdown

Luckdown

Niharika Rout
  • Published: Sunday, 16 August 2020
  • Updated: 16 August 2020, 12:58 PM IST

Sports

Latest News

ପାରାଦୀପ(ରମାକାନ୍ତ ନାୟକ):କୁଜଙ୍ଗ ସବ୍-ଜଜ୍ ଏବଂ ଜେଏମଏଫସି କୋର୍ଟରେ ୨ ଜଣ ପଜିଟିଭ ଚିହ୍ନଟ ପରେ କୁଜଙ୍ଗ ବଜାର ସମେତ ଏହାର ଆଖପାଖ ଅଞ୍ଚଳ ୩ ଦିନ ପାଇଁ ଶଟଡାଉନ୍‌ ଘୋଷଣା କରାଯାଇଛି।  ଏହି ସମୟରେ କୁଜଙ୍ଗ କୋର୍ଟ ମଧ୍ୟ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ । କୋର୍ଟ ପରିସରକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଛି । ଦୋକାନ ବଜାର ଖୋଲିବା ଏବଂ ଜନସାଧାରଣଙ୍କ ସ୍ୱାଭାବିକ ଚଳପ୍ରଚଳ ଉପରେ ଅଙ୍କୁଶ ଲଗାଯାଇଛି । କେବଳ ଜରୁରୀକାଳିନ ସେବା ଜାରି ରହିବ।

କୋଭିଡ କଟକଣା ମୁତାବକ ପ୍ରଶାସନ ଠାରୁ ଅନୁମତି ନେଇ ସନ୍ଧ୍ୟା ୫ଟା ମଧ୍ୟରେ ପନିପରିବା, ତେଜରାତି ସାମଗ୍ରୀ, କ୍ଷୀର, ଔଷଧ ଆଦି ହୋମ ଡେଲିଭରି କରି ହେବ । କୋଭିଡ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ଛାଡିଲେ ଅନ୍ୟ ସମସ୍ତ ସରକାରୀ, ବେସରକାରୀ ଅଫିସ୍ ବନ୍ଦ ରହିବ।

ସୂଚନାଯୋଗ୍ୟ, ଜଗତସିଂପୁର  ଜିଲ୍ଲାରେ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରେ ସମୁଦାୟ ପଜିଟିଭ ସଂଖ୍ୟା ୧,୦୨୪ ରେ ପହଞ୍ଚିଥିବା ବେଳେ ୮୦୫ ଜଣ ସୁସ୍ଥ ହୋଇ ସାରିଲେଣି। ୨୧୭ ଜଣ ଚିକିତ୍ସାଧୀନ ଥିବା ବେଳେ କରୋନାରେ ଜିଲ୍ଲାର ୨ ଜଣ ଆଖି ବୁଜି ସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story