Advertisment

୨୪ ଦିନରେ ଅଙ୍ଗନଓ୍ୱାଡି କର୍ମୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: ଦରମା ବୃଦ୍ଧି ସହ ବିଭିନ୍ନ ଦାବି ନେଇ ଅଙ୍ଗନଓ୍ୱାଡି କର୍ମୀ ଚଳାଇଥିବା ଆନ୍ଦୋଳନ ଆଜି ୨୪ ଦିନରେ ପହଞ୍ଚିଛି। ହେଲେ ରାଜ୍ୟ ସରକାର ସେମାନଙ୍କ ଦାବି ଉପରେ କୌଣସି ନିଷ୍ପତ୍ତି ଗ୍ରହଣ କରି ନାହାଁନ୍ତି। ତେବେ ଜିଦ୍‌ରେ ଅଟଳ ଅଛନ୍ତି ଅଙ୍ଗନଓ୍ୱାଡି କର୍ମୀ। ଦାବି ପୂରଣ ନ ହେବା ଯାଏଁ ଲୋୟର ପିଏମଜିରୁ ହଟିବେନି ବୋଲି ସେମାନେ ମନସ୍ଥ କରିଛନ୍ତି। ତେଣୁ ଖରା, ବର୍ଷାରେ ଲୋୟର ପିଏମଜିରେ ପଡ଼ି ରହିଛନ୍ତି ଅଙ୍ଗନୱାଡ଼ି କର୍ମୀ।

<a href="">(image) </a>ଆଜି ସକାଳୁ ଆନ୍ଦୋଳନସ୍ଥଳରେ ଅଙ୍ଗନୱାଡି କର୍ମୀମାନେ କୁମାରପୂର୍ଣ୍ଣିମା ପାଳନ କରିଛନ୍ତି।

https://www.youtube.com/watch?v=AtIpvU6ACDU

&nbsp;

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe