କମ୍ବିଂ ଅପରେସନ ବେଳେ ଟଳି ପଡ଼ିଲେ ମହିଳା କ୍ୟାଡର ନକ୍ସଲ

ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳରେ ନକ୍ସଲ ଅପରେସନ୍ ବେଳେ ଜଣେ  ମହିଳା କ୍ୟାଡର ନକ୍ସଲ ନିହତ ହୋଇଥିବା ଜଣାଯାଇଛି। ଏନେଇ ପୁଲିସ୍‌ ଡିଜି ଅଭୟ ସୂଚନା ଦେଇଛନ୍ତି। ପୁଲିସ୍‌ ଡିଜି ଗଣମାଧ୍ୟକୁ ଦେଇଥିବା ସୂଚନା ଅନୁଯାୟୀ, କନ୍ଧମାଳ ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ଏସଓଜି ଓ ଡିଭିଏଫ୍‌ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିଲା। ଏହି ସମୟରେ ନକ୍ସଲମାନେ ଗୁଳି ବର୍ଷଣ କରିଥିଲେ। ଫଳରେ  ଏସଓଜି ଓ ଡିଭିଏଫ୍‌ ପକ୍ଷରୁ ଏହାର ପାଲଟା ଜବାବ ଦିଆଯିବାରୁ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ପଳାଇଥିଲେ। […]

naxal

naxal

Niharika Rout
  • Published: Saturday, 12 December 2020
  • Updated: 12 December 2020, 07:54 AM IST

Sports

Latest News

ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳରେ ନକ୍ସଲ ଅପରେସନ୍ ବେଳେ ଜଣେ  ମହିଳା କ୍ୟାଡର ନକ୍ସଲ ନିହତ ହୋଇଥିବା ଜଣାଯାଇଛି। ଏନେଇ ପୁଲିସ୍‌ ଡିଜି ଅଭୟ ସୂଚନା ଦେଇଛନ୍ତି।

ପୁଲିସ୍‌ ଡିଜି ଗଣମାଧ୍ୟକୁ ଦେଇଥିବା ସୂଚନା ଅନୁଯାୟୀ, କନ୍ଧମାଳ ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ଏସଓଜି ଓ ଡିଭିଏଫ୍‌ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିଲା। ଏହି ସମୟରେ ନକ୍ସଲମାନେ ଗୁଳି ବର୍ଷଣ କରିଥିଲେ। ଫଳରେ  ଏସଓଜି ଓ ଡିଭିଏଫ୍‌ ପକ୍ଷରୁ ଏହାର ପାଲଟା ଜବାବ ଦିଆଯିବାରୁ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ପଳାଇଥିଲେ।

ଏହାପରେ ଘଟଣାସ୍ଥଳ ତଦନ୍ତ କରାଯିବା ସମୟରେ ୟୁନିଫର୍ମରେ ଥିବା ଜଣେ ମହିଳା ନକ୍ସଲଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ପରିଚୟ କିନ୍ତୁ ମିଳିପାରିନି।ଘଟଣାସ୍ଥଳରୁ ଗୁଳି ଓ ୨ ବନ୍ଧୁକ ମଧ୍ୟ ଜବତ ହୋଇଛି। ଏହାପରେ ଉକ୍ତ ଅଞ୍ଚଳରେ କମ୍ବି ଅପରେସନକୁ ଅଧିକ ଜୋରଦାର କରି ଦିଆଯାଇଛି।

ମାଓବାଦୀ ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ଏବଂ ଆତ୍ମସମର୍ପଣ କରି ସରକାରଙ୍କ ଘୋଷିତ ସୁବିଧା ନିଅନ୍ତୁ ବୋଲି ଡିଜିପି ଅଭୟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story