ସାଲୁର ଘାଟିରେ ଧସିଲା ମାଟି ଅତଡ଼ା, ଅଟକି ରହିଲା ଗାଡ଼ି

କୋରାପୁଟ(ସୂର୍ଯ୍ୟ ପଣ୍ଡା): ଆନ୍ଧ୍ର- ଓଡିଶା ସୀମାନ୍ତ ସାଲୁର ଘାଟିରେ ବୁଧବାର ବିଳମ୍ବିତ ରାତିରେ ମାଟି ଅତଡା ଖସି ଯାନବାହନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏଥିଯୋଗୁଁ ରାତି ସାରା ୨୬ନମ୍ବର ଜାତୀୟ ରାଜପଥରେ ଶହଶହ ଗାଡ଼ି ଅଟକି ରହିଥିଲା । ଭୁବନେଶ୍ୱରରୁ ଜୟପୁର ଅଭିମୁଖେ ଯାଉଥିବା ଗାଡ଼ିଗୁଡିକ ସାଲୁର ନିକଟରେ ଅଟକି ରହିଥିଲା।  ସେହିପରି ଜୟପୁରରୁ ଭୁବନେଶ୍ୱର ଯାଉଥିବା ଗାଡ଼ିଗୁଡିକ ମଧ୍ୟ ସାଲୁର ଘାଟିରେ ଅଟକି ରହିଥିଲା।

koraput-1..1

koraput-1..1

Niharika Rout
  • Published: Thursday, 03 October 2019
  • Updated: 03 October 2019, 10:10 AM IST

Sports

Latest News

କୋରାପୁଟ(ସୂର୍ଯ୍ୟ ପଣ୍ଡା): ଆନ୍ଧ୍ର- ଓଡିଶା ସୀମାନ୍ତ ସାଲୁର ଘାଟିରେ ବୁଧବାର ବିଳମ୍ବିତ ରାତିରେ ମାଟି ଅତଡା ଖସି ଯାନବାହନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏଥିଯୋଗୁଁ ରାତି ସାରା ୨୬ନମ୍ବର ଜାତୀୟ ରାଜପଥରେ ଶହଶହ ଗାଡ଼ି ଅଟକି ରହିଥିଲା ।

ଭୁବନେଶ୍ୱରରୁ ଜୟପୁର ଅଭିମୁଖେ ଯାଉଥିବା ଗାଡ଼ିଗୁଡିକ ସାଲୁର ନିକଟରେ ଅଟକି ରହିଥିଲା।  ସେହିପରି ଜୟପୁରରୁ ଭୁବନେଶ୍ୱର ଯାଉଥିବା ଗାଡ଼ିଗୁଡିକ ମଧ୍ୟ ସାଲୁର ଘାଟିରେ ଅଟକି ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story