/odisha-reporter/media/post_attachments/uploads/2019/10/koraput-1..1.jpg)
koraput-1..1
କୋରାପୁଟ(ସୂର୍ଯ୍ୟ ପଣ୍ଡା): ଆନ୍ଧ୍ର- ଓଡିଶା ସୀମାନ୍ତ ସାଲୁର ଘାଟିରେ ବୁଧବାର ବିଳମ୍ବିତ ରାତିରେ ମାଟି ଅତଡା ଖସି ଯାନବାହନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏଥିଯୋଗୁଁ ରାତି ସାରା ୨୬ନମ୍ବର ଜାତୀୟ ରାଜପଥରେ ଶହଶହ ଗାଡ଼ି ଅଟକି ରହିଥିଲା ।
Advertisment
ଭୁବନେଶ୍ୱରରୁ ଜୟପୁର ଅଭିମୁଖେ ଯାଉଥିବା ଗାଡ଼ିଗୁଡିକ ସାଲୁର ନିକଟରେ ଅଟକି ରହିଥିଲା। ସେହିପରି ଜୟପୁରରୁ ଭୁବନେଶ୍ୱର ଯାଉଥିବା ଗାଡ଼ିଗୁଡିକ ମଧ୍ୟ ସାଲୁର ଘାଟିରେ ଅଟକି ରହିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
