Advertisment

ସାଲୁର ଘାଟିରେ ଧସିଲା ମାଟି ଅତଡ଼ା, ଅଟକି ରହିଲା ଗାଡ଼ି

କୋରାପୁଟ(ସୂର୍ଯ୍ୟ ପଣ୍ଡା): ଆନ୍ଧ୍ର- ଓଡିଶା ସୀମାନ୍ତ ସାଲୁର ଘାଟିରେ ବୁଧବାର ବିଳମ୍ବିତ ରାତିରେ ମାଟି ଅତଡା ଖସି ଯାନବାହନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏଥିଯୋଗୁଁ ରାତି ସାରା ୨୬ନମ୍ବର ଜାତୀୟ ରାଜପଥରେ ଶହଶହ ଗାଡ଼ି ଅଟକି ରହିଥିଲା । ଭୁବନେଶ୍ୱରରୁ ଜୟପୁର ଅଭିମୁଖେ ଯାଉଥିବା ଗାଡ଼ିଗୁଡିକ ସାଲୁର ନିକଟରେ ଅଟକି ରହିଥିଲା।  ସେହିପରି ଜୟପୁରରୁ ଭୁବନେଶ୍ୱର ଯାଉଥିବା ଗାଡ଼ିଗୁଡିକ ମଧ୍ୟ ସାଲୁର ଘାଟିରେ ଅଟକି ରହିଥିଲା।

ଅଦ୍ୟତନ ହୋଇଛି
ସାଲୁର ଘାଟିରେ ଧସିଲା ମାଟି ଅତଡ଼ା, ଅଟକି ରହିଲା ଗାଡ଼ି

koraput-1..1

Advertisment

କୋରାପୁଟ(ସୂର୍ଯ୍ୟ ପଣ୍ଡା): ଆନ୍ଧ୍ର- ଓଡିଶା ସୀମାନ୍ତ ସାଲୁର ଘାଟିରେ ବୁଧବାର ବିଳମ୍ବିତ ରାତିରେ ମାଟି ଅତଡା ଖସି ଯାନବାହନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏଥିଯୋଗୁଁ ରାତି ସାରା ୨୬ନମ୍ବର ଜାତୀୟ ରାଜପଥରେ ଶହଶହ ଗାଡ଼ି ଅଟକି ରହିଥିଲା ।

Advertisment

ଭୁବନେଶ୍ୱରରୁ ଜୟପୁର ଅଭିମୁଖେ ଯାଉଥିବା ଗାଡ଼ିଗୁଡିକ ସାଲୁର ନିକଟରେ ଅଟକି ରହିଥିଲା।  ସେହିପରି ଜୟପୁରରୁ ଭୁବନେଶ୍ୱର ଯାଉଥିବା ଗାଡ଼ିଗୁଡିକ ମଧ୍ୟ ସାଲୁର ଘାଟିରେ ଅଟକି ରହିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe