ଲଙ୍ଗଳକଣ୍ଟା ଜଙ୍ଗଲରୁ ଲ୍ୟାଣ୍ଡମାଇନ୍‌ ଉଦ୍ଧାର

ବଣାଇ(ରଣଜିତ୍‌ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର କେ.ବଲାଙ୍ଗ ଥାନା ଅନ୍ତର୍ଗତ ଲଙ୍ଗଳକଣ୍ଟା ଜଙ୍ଗଲରୁ ଲ୍ୟାଣ୍ଡମାଇନ୍‌ ଉଦ୍ଧାର ହୋଇଛି। ସିଆରପିଏଫ୍ ଯବାନମାନେ କମ୍ୱିଂ କରୁଥିବା ବେଳେ ୧୫ କେଜିର ଲ୍ୟାଣ୍ଡମାଇନ୍ ପୋତା ଯାଇଥିବା ଦେଖିଥିଲେ। ଏହାପରେ  ଲ୍ୟାଣ୍ଡମାଇନ୍‌କୁ ଉଦ୍ଧାର କରାଯାଇ ନିଷ୍କ୍ରିୟ କରାଯାଇଥିଲା। ଗତକିଛି ଦିନ ହେଲା ଲଙ୍ଗଳକଟା, ରେଲହାତୁ ଓ ଝିରପାଣି ଅଞ୍ଚଳରେ ନକ୍ସଲ ସକ୍ରିୟ ଥିବା ଜଣାପଡ଼ିଛି।

landmine

Rakesh Mallick
  • Published: Saturday, 02 February 2019
  • , Updated: 02 February 2019, 11:58 AM IST

ବଣାଇ(ରଣଜିତ୍‌ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର କେ.ବଲାଙ୍ଗ ଥାନା ଅନ୍ତର୍ଗତ ଲଙ୍ଗଳକଣ୍ଟା ଜଙ୍ଗଲରୁ ଲ୍ୟାଣ୍ଡମାଇନ୍‌ ଉଦ୍ଧାର ହୋଇଛି। ସିଆରପିଏଫ୍ ଯବାନମାନେ କମ୍ୱିଂ କରୁଥିବା ବେଳେ ୧୫ କେଜିର ଲ୍ୟାଣ୍ଡମାଇନ୍ ପୋତା ଯାଇଥିବା ଦେଖିଥିଲେ। ଏହାପରେ  ଲ୍ୟାଣ୍ଡମାଇନ୍‌କୁ ଉଦ୍ଧାର କରାଯାଇ ନିଷ୍କ୍ରିୟ କରାଯାଇଥିଲା।

ଗତକିଛି ଦିନ ହେଲା ଲଙ୍ଗଳକଟା, ରେଲହାତୁ ଓ ଝିରପାଣି ଅଞ୍ଚଳରେ ନକ୍ସଲ ସକ୍ରିୟ ଥିବା ଜଣାପଡ଼ିଛି।

Related story