ଟ୍ରେନ ଭିତରେ ଶେଷ ସେଲ୍ଫି ଦେଖି କାନ୍ଦୁଛି ସାଙ୍ଗ | Odisha Reporter
ସେଦିନ ଟ୍ରେନ ଭିତରେ ଏହା ଥିଲା ଦୁଇ ସାଙ୍ଗଙ୍କ ଶେଷ ସେଲ୍ଫି। କେଇ ଘଣ୍ଟା ପରେ ସବୁଦିନ ପାଇଁ ଦୁହେଁ ଦୁହିଁଙ୍କଠୁ ଅଲଗା ହୋଇଯିବେ କେବେ ବି କଳ୍ପନା କରିନଥିଲେ। କଣ ଥିଲା ପୂରା କାହାଣୀ ବଖାଣୁଛି ସାଙ୍ଗ।
Advertisment
ଟ୍ରେନ ଭିତରେ ଶେଷ ସେଲ୍ଫି ଦେଖି କାନ୍ଦୁଛି ସାଙ୍ଗ | Odisha Reporter