ସେଦିନ ଟ୍ରେନ ଭିତରେ ଏହା ଥିଲା ଦୁଇ ସାଙ୍ଗଙ୍କ ଶେଷ ସେଲ୍ଫି। କେଇ ଘଣ୍ଟା ପରେ ସବୁଦିନ ପାଇଁ ଦୁହେଁ ଦୁହିଁଙ୍କଠୁ ଅଲଗା ହୋଇଯିବେ କେବେ ବି କଳ୍ପନା କରିନଥିଲେ। କଣ ଥିଲା ପୂରା କାହାଣୀ ବଖାଣୁଛି ସାଙ୍ଗ।