Advertisment

ଡିଜେ ଆଜେକ୍ସଙ୍କ ଶେଷ ଭଏସ୍‌ ମେସେଜ୍‌

ଡିଜେ ଆଜେକ୍ସଙ୍କ ମୃତ୍ୟୁକୁ ନେଇ ନାନା କଳ୍ପନା ଜଳ୍ପନା ରହିଛି। ଏହାରି ଭିତରେ ଡିଜେ ଆଜେକ୍ସଙ୍କ ଶେଷ ଇ-ମେଲ୍‌ ସାମ୍ନାକୁ ଆସିଛି। ଯାହାକୁ ନେଇ ସେ ତାଙ୍କ ବାନ୍ଧବୀ ଜିଜ୍ଞାସାଙ୍କ ପାଖକୁ ଲେଖିଥିଲେ। ଜିଜ୍ଞାସାଙ୍କ ପାଖକୁ ଆଜେକ୍ସ ଲେଖିଥିବା ଶେଷ ମେଲ୍ ଦେଲା ବଡ଼ ସୁରାକ। ମେଲରେ ଉଭୟଙ୍କ ଭିତରେ ‘ରଶ୍ମୀ’ ପାଇଁ ଫାଟ ସୃଷ୍ଟି ହୋଇଥିବା ସୂଚନା ମିଳିଛି।

author-image
Manoj Swain

Bhubaneswar DJ Azex Suicide