Advertisment

ଡିଜେ ଆଜେକ୍ସଙ୍କ ଶେଷ ଭଏସ୍‌ ମେସେଜ୍‌

ଡିଜେ ଆଜେକ୍ସଙ୍କ ମୃତ୍ୟୁକୁ ନେଇ ନାନା କଳ୍ପନା ଜଳ୍ପନା ରହିଛି। ଏହାରି ଭିତରେ ଡିଜେ ଆଜେକ୍ସଙ୍କ ଶେଷ ଇ-ମେଲ୍‌ ସାମ୍ନାକୁ ଆସିଛି। ଯାହାକୁ ନେଇ ସେ ତାଙ୍କ ବାନ୍ଧବୀ ଜିଜ୍ଞାସାଙ୍କ ପାଖକୁ ଲେଖିଥିଲେ। ଜିଜ୍ଞାସାଙ୍କ ପାଖକୁ ଆଜେକ୍ସ ଲେଖିଥିବା ଶେଷ ମେଲ୍ ଦେଲା ବଡ଼ ସୁରାକ। ମେଲରେ ଉଭୟଙ୍କ ଭିତରେ ‘ରଶ୍ମୀ’ ପାଇଁ ଫାଟ ସୃଷ୍ଟି ହୋଇଥିବା ସୂଚନା ମିଳିଛି।

Bhubaneswar Suicide DJ Azex
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe