Advertisment

ସାମ୍ବାଦିକଙ୍କୁ ଶିକ୍ଷକଙ୍କ ନାଲିଆଖି!

ଏମିତି ଚାଲିଛି ଆମର ଶିକ୍ଷା ବ୍ୟବସ୍ଥା। ସକାଳ ୧୦ଟାରେ ବିଦ୍ୟାଳୟକୁ ଶିକ୍ଷକ ଆସିବା କଥା ହେଲେ ୧୦ଟା ୫୦ରେ ଆସୁଛନ୍ତି। କେବଳ ଶିକ୍ଷକ ନୁହଁନ୍ତି ଶିକ୍ଷୟତ୍ରୀ ବି ସ୍କୁଲକୁ ପ୍ରତ୍ୟେକ ଦିନ ଡେରିରେ ଆସନ୍ତି ବୋଲି ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଅଭିଯୋଗ କରୁଥିଲେ। ଆଉ ଏହାର ସତ୍ୟତା ଜାଣିବା ପାଇଁ ଆମ ପ୍ରତିନିଧି ନୟାଗଡ ରଣପୁର ବ୍ଲକ ମହତପଲା ଉଚ୍ଚବିଦ୍ୟାଳୟକୁ ଯାଇଥିଲେ। ସେଠାରେ ଜାଣିଲେ ଲୋକଙ୍କ କଥା ସତ। କାହିଁକିନା ପାଖାପାଖି ୧୧ଟାରେ ମଧ୍ୟ ଶିକ୍ଷକ ଆସିନଥିଲେ। ଏହାକୁ ନେଇ ଶିକ୍ଷକଙ୍କୁ ପଚାରିବାରୁ ଶିକ୍ଷକ ଜଣଙ୍କ ଚିହିଁକି ଉଠିଥିଲେ। କଣ କହୁଛନ୍ତି ଶିକ୍ଷକ ଥରେ ଣୁଣି ନିଅନ୍ତୁ।

Odisha School Odisha Teacher
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe