ରଥ ନ ଚଢ଼ିବାକୁ ଦଇତା ନେବେ ୫୭ ଲକ୍ଷ ୬୦ ହଜାର, ଖର୍ଚ୍ଚକୁ ଆଇନ ବିଭାଗ ଦେଲା ୩୨ କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଥ ନଚଢ଼ିବା ନିମନ୍ତେ ଦଇତାପତିଙ୍କୁ ଦିଆଯିବ ୫୭ ଲକ୍ଷ ୬୦ ହଜାର ଟଙ୍କା। ରଥଯାତ୍ରାରେ ରଥ ଉପରେ ନ ଚଢ଼ିବାକୁ ଦଇତାପତି ସେବକଙ୍କୁ ଏହି ପ୍ରାପ୍ୟ ଦିଆଯିବ। ସେହିପରି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ଗଜପତିଙ୍କୁ ପ୍ରାପ୍ୟ ବାବଦରେ ଦିଆଯିବ ୨ ଲକ୍ଷ ୪୦ ହଜାର ଟଙ୍କା। ରଥଯାତ୍ରାକୁ ଅଳ୍ପକିଛି ଦିନ ଥିବା ବେଳେ ଆଇନ ବିଭାଗ ପକ୍ଷରୁ ୨୦୨୨-୨୩ ବର୍ଷ ନିମନ୍ତେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ବିଭିନ୍ନ ଖର୍ଚ୍ଚ ନିମନ୍ତେ […]

Shree-Mandir

Shree-Mandir

Niranjan Mishra
  • Published: Sunday, 29 May 2022
  • Updated: 30 May 2022, 12:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଥ ନଚଢ଼ିବା ନିମନ୍ତେ ଦଇତାପତିଙ୍କୁ ଦିଆଯିବ ୫୭ ଲକ୍ଷ ୬୦ ହଜାର ଟଙ୍କା। ରଥଯାତ୍ରାରେ ରଥ ଉପରେ ନ ଚଢ଼ିବାକୁ ଦଇତାପତି ସେବକଙ୍କୁ ଏହି ପ୍ରାପ୍ୟ ଦିଆଯିବ। ସେହିପରି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ଗଜପତିଙ୍କୁ ପ୍ରାପ୍ୟ ବାବଦରେ ଦିଆଯିବ ୨ ଲକ୍ଷ ୪୦ ହଜାର ଟଙ୍କା। ରଥଯାତ୍ରାକୁ ଅଳ୍ପକିଛି ଦିନ ଥିବା ବେଳେ ଆଇନ ବିଭାଗ ପକ୍ଷରୁ ୨୦୨୨-୨୩ ବର୍ଷ ନିମନ୍ତେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ବିଭିନ୍ନ ଖର୍ଚ୍ଚ ନିମନ୍ତେ ମୋଟ ୩୨ କୋଟି ୫ ଲକ୍ଷ ୧୨ ହଜାର ଟଙ୍କା ଦିଆଯାଇଛି। ଯାହା ଭିତରେ ଏହି ଅର୍ଥ ରହିଛି।

ସେହିପରି ଏହି ଅନୁଦାନ ଭିତରେ କୋଠଭୋଗ ଦାନ ଯୋଜନା ନିମନ୍ତେ ୨୨ ଲକ୍ଷ ଟଙ୍କା, ମହାପ୍ରଭୁଙ୍କ ପର୍ବପର୍ବାଣି କରିବା ନିମନ୍ତେ ୨ କୋଟି ୧୨ ଲକ୍ଷ ୯୬ ହଜାର ଟଙ୍କା ଦିଆଯିବ। କର୍ମଚାରୀଙ୍କ ଦରମା ବାବଦରେ ୨୫ କୋଟି ୭୧ ଲକ୍ଷ ୭୬ ହଜାର ଟଙ୍କା ଦିଆଯାଇଛି। ଦରମା ବାଦ୍ ଶ୍ରୀମନ୍ଦିର ପ୍ରଶାସନକୁ ୧ କୋଟି ୨ ଲକ୍ଷ ଟଙ୍କା ଖର୍ଚ୍ଚ ନିମନ୍ତେ ପ୍ରଦାନ କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନ କର୍ପସ ଫଣ୍ଡ ନିମନ୍ତେ ୨ କୋଟି ଟଙ୍କା, ବିଭିନ୍ନ ଉନ୍ନତିକରଣ ପ୍ରକଳ୍ପ ନିମନ୍ତେ ୨୦ ଲକ୍ଷ ଟଙ୍କା, ଶ୍ରୀମନ୍ଦିର ସେବକ ସ୍ୱାସ୍ଥ୍ୟ ବୀମା ନିମନ୍ତେ ୬ ଲକ୍ଷ ଟଙ୍କା, ଇଂରାଜୀ ମିଡ଼ିୟମ ସ୍କୁଲ ପ୍ରତିଷ୍ଠା ନିମନ୍ତେ ୬ ଲକ୍ଷ ୪୦ ହଜାର ଟଙ୍କା, ଗରିବ ସେବକଙ୍କ ନିମନ୍ତେ ଘର ନିର୍ମାଣ ଯୋଜନାରେ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

ଚଳିତମାସ ୨୭ ତାରିଖରେ ଆଇନ ବିଭାଗ ଏହି ଅର୍ଥ ଶ୍ରୀମନ୍ଦିର ପ୍ରଶାସନ ଆକାଉଣ୍ଟକୁ ପଠାଇଥିବା ନେଇ ଆକାଉଣ୍ଟ ଜେନେରାଲ(ଏଜି)ଙ୍କୁ ଜଣାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story