ହତ୍ୟା ମାମଲାରେ ବନ୍ଧା ହେଲେ ଓକିଲ

ଭଞ୍ଜନଗର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଜଣେ କବାଡ଼ିବାଲା ବାଳକୃଷ୍ଣ ସାହୁଙ୍କୁ ହତ୍ୟା ମାମଲାରେ ଜଣେ ଓକିଲଙ୍କୁ ଜଗନ୍ନାଥପ୍ରସାଦ ଥାନା ପୁଲିସ୍‌ ଗିରଫ କରିଛି। ଗିରଫ ଓକିଲ ଜଣଙ୍କ ହେଲେ ଗୋଲକ ବେହେରା। ସେ ନୟାଗଡ଼ରେ ଓକିଲାତି କରନ୍ତି। ଗତ ୫ ତାରିଖରେ କବାଡ଼ିବାଲା ବାଳକୃଷ୍ଣ ସାହୁଙ୍କୁ ୨ ଦୁର୍ବୁତ୍ତ ତାଙ୍କ ମାଲ ଦେବାକୁ ଡାକି ନେଇ ହାତୁଡିରେ ପିଟି ହତ୍ୟା କରିଥିଲେ। ହତ୍ୟା ପରେ ସେମାନେ ତାଙ୍କ ଠାରୁ ୩୫ ହଜାର ଟଙ୍କା ଲୁଟି […]

murder

murder

Rakesh Mallick
  • Published: Saturday, 10 November 2018
  • Updated: 10 November 2018, 10:50 PM IST

ଭଞ୍ଜନଗର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଜଣେ କବାଡ଼ିବାଲା ବାଳକୃଷ୍ଣ ସାହୁଙ୍କୁ ହତ୍ୟା ମାମଲାରେ ଜଣେ ଓକିଲଙ୍କୁ ଜଗନ୍ନାଥପ୍ରସାଦ ଥାନା ପୁଲିସ୍‌ ଗିରଫ କରିଛି। ଗିରଫ ଓକିଲ ଜଣଙ୍କ ହେଲେ ଗୋଲକ ବେହେରା। ସେ ନୟାଗଡ଼ରେ ଓକିଲାତି କରନ୍ତି।

ଗତ ୫ ତାରିଖରେ କବାଡ଼ିବାଲା ବାଳକୃଷ୍ଣ ସାହୁଙ୍କୁ ୨ ଦୁର୍ବୁତ୍ତ ତାଙ୍କ ମାଲ ଦେବାକୁ ଡାକି ନେଇ ହାତୁଡିରେ ପିଟି ହତ୍ୟା କରିଥିଲେ। ହତ୍ୟା ପରେ ସେମାନେ ତାଙ୍କ ଠାରୁ ୩୫ ହଜାର ଟଙ୍କା ଲୁଟି ପଳାଇଥିଲେ।

ଗୋଲକ ଦୁଇ ଅଭିଯୁକ୍ତଙ୍କୁ ଖସି ପଳାଇବାରେ ସାହାଯ୍ୟ କରିବା ସହ ଲୁଟ୍‌ ଟଙ୍କାରୁ କିଛି ନେଇଥିଲେ। ଏହାସହ ସେ ଅଭିଯୁକ୍ତଙ୍କୁ ନିଜ ଗାଡ଼ି ମଧ୍ୟ ଦେଇଥିଲେ ବୋଲି ପୁଲିସ୍‌ କହିଛି।

ଘଟଣାରେ ସମ୍ପୃକ୍ତ ସମସ୍ତ ୩ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିବା ସହ ୧୫ ହଜାର ୫୦୦ ଟଙ୍କା ଏବଂ ଗୋଟିଏ ବାଇକ୍ ଜବତ କରିଛି।

https://youtu.be/0cWmCQB9EDw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story