Advertisment

ସତହେଲେ ଗେଣ୍ଡୁ ମାଳ, ମିଛ ହେଲେ ହାଡ ମାଳ

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ଗୋଟିଏ ହାତରେ ଗେଣ୍ଡୁମାଳ ଆଉ ଗୋଟିଏ ହାତରେ ଘୁଷୁରି ହାଡ଼ ମାଳ ଧରି ହାଜର ହୋଇଥିଲେ ଅଫିସରେ।

author-image
Manoj Swain

ଗୁରବାର ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା । ରାଗି ନିଆଁବାଣ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ। ପୂର୍ତ୍ତ ବିଭାଗ ଅଫିସ୍‌ରେ ଯନ୍ତ୍ରୀଙ୍କୁ ପିନ୍ଧାଇବାକୁ ଧରି ପହଞ୍ଚିଲେ ଘୁଷୁରୀ ହାଡ଼ର ମାଳ। ତାଙ୍କ ରାଗ ଦେଖି ଗାଡ଼ିରେ ଆସୁଥିବା ଯନ୍ତ୍ରୀ ଛାନିଆ ହୋଇ ଅଫିସ୍ ଗେଟ୍‌ ଆଗରୁ ପଳାଇଥିବା ବେଳେ ମୁଖ୍ୟ କିରାଣୀ ଝାଳନାଳ ହୋଇଛନ୍ତି। ବାରିପଦା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ଆଜି ଏହି ଘଟଣା ଦେଖିବାକୁ ମିଳିଥିଲା। 

Advertisment
Odisha Mayurbhanj