ସତହେଲେ ଗେଣ୍ଡୁ ମାଳ ମିଛ ହେଲେ ହାଡ ମାଳ | Odisha Reporter
Advertisment
ଗୁରବାର ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା । ରାଗି ନିଆଁବାଣ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ। ପୂର୍ତ୍ତ ବିଭାଗ ଅଫିସ୍ରେ ଯନ୍ତ୍ରୀଙ୍କୁ ପିନ୍ଧାଇବାକୁ ଧରି ପହଞ୍ଚିଲେ ଘୁଷୁରୀ ହାଡ଼ର ମାଳ। ତାଙ୍କ ରାଗ ଦେଖି ଗାଡ଼ିରେ ଆସୁଥିବା ଯନ୍ତ୍ରୀ ଛାନିଆ ହୋଇ ଅଫିସ୍ ଗେଟ୍ ଆଗରୁ ପଳାଇଥିବା ବେଳେ ମୁଖ୍ୟ କିରାଣୀ ଝାଳନାଳ ହୋଇଛନ୍ତି। ବାରିପଦା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ଆଜି ଏହି ଘଟଣା ଦେଖିବାକୁ ମିଳିଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us