Advertisment

ସଚିବ ପାହ୍ୟାରେ ନେତା

ନେତା ବନିଲେ ସଚିବ। ରାଜ୍ୟରେ ବିଭିନ୍ନ ବିଭାଗର ଉପଦେଷ୍ଟା ଭାବେ ନିଯୁକ୍ତି ପାଉଥିବା ନେତାଙ୍କୁ ପ୍ରମୁଖ ସଚିବ ବା ସଚିବ ରାଙ୍କରେ ନିଯୁକ୍ତି ଦିଆଯାଉଛି। ଦେଖନ୍ତୁ ନଗର ଉନ୍ନୟନ ବିଭାଗର ତାଲିକାକୁ। ନଗର ଉନ୍ନୟନ ବିଭାଗରେ ସଚିବ ପାହ୍ୟାରେ ନିଯୁକ୍ତି ପାଇଛନ୍ତି ଶାସକ ଦଳର ନେତା ଅପୂର୍ବା ଅପରୂପା, ହରିଶଙ୍କର ରାଉତ, ଶାଶ୍ବତୀ ମିଶ୍ର, ଇପସିତା ସାହୁ, ମୀରା ପରିଡ଼ା ଓ ରାଜଶ୍ରୀ ମହାନ୍ତି।

Bjd Leader Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe