Advertisment

ରାଜ୍ୟରେ ଖସିଲା କରୋନା ଗ୍ରାଫ୍‌, ୫୦୦ ତଳକୁ ଚିହ୍ନଟ ହେଲେ ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଗ୍ରାଫ ଏବେ ତଳମୁହାଁ ହୋଇଥିବା ବେଳେ ୫୦୦ ତଳକୁ ଚିହ୍ନଟ ହେଲେ ଆକ୍ରାନ୍ତ। ରାଜ୍ୟରେ ୪୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୭୭ ହେଉଛି ଲୋକାଲ୍ କେସ୍‌। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।   ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେବଗଡ଼ ଜିଲ୍ଲାରୁ ସର୍ବନିମ୍ନ ୨ ଜଣ ଆକ୍ରାନ୍ତ ଚିହ୍ନଟ […]

ଅଦ୍ୟତନ ହୋଇଛି
ରାଜ୍ୟରେ ଖସିଲା କରୋନା ଗ୍ରାଫ୍‌, ୫୦୦ ତଳକୁ ଚିହ୍ନଟ ହେଲେ ଆକ୍ରାନ୍ତ

coronavvrus--1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଗ୍ରାଫ ଏବେ ତଳମୁହାଁ ହୋଇଥିବା ବେଳେ ୫୦୦ ତଳକୁ ଚିହ୍ନଟ ହେଲେ ଆକ୍ରାନ୍ତ। ରାଜ୍ୟରେ ୪୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୭୭ ହେଉଛି ଲୋକାଲ୍ କେସ୍‌। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  

Advertisment

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେବଗଡ଼ ଜିଲ୍ଲାରୁ ସର୍ବନିମ୍ନ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଅନୁଗୁଳରୁ ୩୪, ମୟୂରଭଞ୍ଜରୁ ୩୨, କଟକରୁ ୨୫ ଓ ଖୋର୍ଦ୍ଧା ଓ ନୂଆପଡ଼ା ଜିଲ୍ଲାରୁ ୨୩ଜଣ ଲେଖା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା   ୩,୧୮,୭୨୫ରେ ପହଞ୍ଚିଥିବା ବେଳେ  ୫୬୭୭ ହେଉଛି ଆକ୍ଟିଭ କେସ୍‌।  ରାଜ୍ୟରେ ୩,୧୧,୨୫୬  କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe