'ସରକାରୀ ଜମି ଛାଡ, ଥଇଥାନ କରାଯିବ। କିଛି ଦିନ ବାତ୍ୟା ଆଶ୍ରୟ ସ୍ଥଳୀରେ ରୁହ, ଜାଗା ଚିହ୍ନଟ ଚାଲିଛି।' ହେଲେ ପ୍ରଶାସନର ପ୍ରତିଶୃତି ପାଲଟିଲା ପ୍ରତାରଣା। ବାରମ୍ୱାର ନିବେଦନ ପରେ ବି ହାତ ଟେକି ଦେଲେ ତହସିଲଦାର। ଶୁଣିଲେ ତ କେମିତି କୋହଭରା କଣ୍ଠରେ ଘର ଖଣ୍ଡିଏ ପାଇଁ ସରାକାରଙ୍କୁ ଆକୁଳ ନିବେଦନ କରୁଛନ୍ତି । ସରକରାଙ୍କ ନିୟମରେ ଘର ମିଳିବା ନେଇ ପ୍ରତିଶୃତି ମିଳିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ମାଳତୀଙ୍କର ମାଳ ମାଳ ଦୁଃଖ
ମାଟିରେ ଲୋଟୁଥିବା ଏହି ଲୁଗାପଟା ଓ ଧ୍ବଂସ ହୋଇଯାଇଥିବା ଏ ଘର ଥିଲା ମାଳତୀଙ୍କର ସବୁକିଛି। ପାଞ୍ଚ ବର୍ଷ ପୂର୍ବେ ସ୍ବାମୀ ଚାଲିଗଲେ। ପିଲାଛୁଆ ନଥିଲେ ବି ଏହି ଘର ଥିଲା ତାଙ୍କ ସାହାରା।
Odisha
୨ ଥରର ସରପଞ୍ଚ ହେଲେ ନିଜ ପାଇଁ କରିଛନ୍ତି ଖଣ୍ଡେ ସାଇକେଲ୍
ସମ୍ପତ୍ତି କହିଲେ ଗୋଟିଏ ଭଙ୍ଗା ଚାଳ ଘର। ଦୁଇ ହଳ ପ୍ୟାଣ୍ଟ ସାଟ୍, ଦୁଇଟି ଲୁଙ୍ଗି, ଗୋଟିଏ ଗାମୁଛା, ଗୋଟିଏ ଫ୍ୟାନ୍ ଓ ଗୋଟିଏ ପୁରୁଣା ସାଇକେଲ।
Odisha
ପାଣି ପାଇଁ ରାସ୍ତାରୋକ୍
ପାନୀୟ ଜଳ ସମସ୍ୟା ପାଇଁ ଗ୍ରାମବାସୀଙ୍କ ରାସ୍ତାରୋକ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତର ଅଦରପଡ଼ା ଗ୍ରାମ ଛକ ଠାରେ ପାନୀୟ ଜଳ ସମସ୍ୟା ପାଇଁ ଗ୍ରାମବାସୀ ମାନେ ଗୋରା ବାଲଟି ଧରି ରାସ୍ତାରୋକ କରିଛନ୍ତି।
Odisha
ବସ୍ତି ଝିଅ ଭୁବନେଶ୍ୱର ଟପ୍ପର
ଯୁକ୍ତ ୨ ବିଜ୍ଞାନରେ ଭୁବନେଶ୍ୱର ଟପ୍ପର ହେଲେ ବର୍ଷାରାଣୀ ସ୍ୱାଇଁ। ୯୪% ମାର୍କ ରଖି କିଭଳି ସଫଳତା ପାଇଲେ ? ଆସନ୍ତୁ ଜାଣିବା