ବାତ୍ୟା ଆଶ୍ରୟ ସ୍ଥଳୀରେ ବିତୁଛି ଜୀବନ | Odisha Reporter
'ସରକାରୀ ଜମି ଛାଡ, ଥଇଥାନ କରାଯିବ। କିଛି ଦିନ ବାତ୍ୟା ଆଶ୍ରୟ ସ୍ଥଳୀରେ ରୁହ, ଜାଗା ଚିହ୍ନଟ ଚାଲିଛି।' ହେଲେ ପ୍ରଶାସନର ପ୍ରତିଶୃତି ପାଲଟିଲା ପ୍ରତାରଣା। ବାରମ୍ୱାର ନିବେଦନ ପରେ ବି ହାତ ଟେକି ଦେଲେ ତହସିଲଦାର। ଶୁଣିଲେ ତ କେମିତି କୋହଭରା କଣ୍ଠରେ ଘର ଖଣ୍ଡିଏ ପାଇଁ ସରାକାରଙ୍କୁ ଆକୁଳ ନିବେଦନ କରୁଛନ୍ତି । ସରକରାଙ୍କ ନିୟମରେ ଘର ମିଳିବା ନେଇ ପ୍ରତିଶୃତି ମିଳିଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
