Advertisment

ବାତ୍ୟା ଆଶ୍ରୟ ସ୍ଥଳୀରେ ବିତୁଛି ଜୀବନ

ସରକାରୀ ଜମି ଛାଡ, ଥଇଥାନ କରାଯିବ। କିଛି ଦିନ ବାତ୍ୟା ଆଶ୍ରୟ ସ୍ଥଳୀରେ ରୁହ, ଜାଗା ଚିହ୍ନଟ ଚାଲିଛି। ହେଲେ ପ୍ରଶାସନର ପ୍ରତିଶୃତି ପାଲଟିଲା ପ୍ରତାରଣା। ବାରମ୍ୱାର ନିବେଦନ ପରେ ବି ହାତ ଟେକି ଦେଲେ ତହସିଲଦାର।

Advertisment

'ସରକାରୀ ଜମି ଛାଡ, ଥଇଥାନ କରାଯିବ। କିଛି ଦିନ ବାତ୍ୟା ଆଶ୍ରୟ ସ୍ଥଳୀରେ ରୁହ, ଜାଗା ଚିହ୍ନଟ ଚାଲିଛି।' ହେଲେ ପ୍ରଶାସନର ପ୍ରତିଶୃତି ପାଲଟିଲା ପ୍ରତାରଣା। ବାରମ୍ୱାର ନିବେଦନ ପରେ ବି ହାତ ଟେକି ଦେଲେ ତହସିଲଦାର। ଶୁଣିଲେ ତ କେମିତି କୋହଭରା କଣ୍ଠରେ ଘର ଖଣ୍ଡିଏ ପାଇଁ ସରାକାରଙ୍କୁ ଆକୁଳ ନିବେଦନ କରୁଛନ୍ତି । ସରକରାଙ୍କ ନିୟମରେ ଘର ମିଳିବା ନେଇ ପ୍ରତିଶୃତି ମିଳିଥିଲା।

Advertisment
Konark Odisha Poverty
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe