Advertisment

ବିଳମ୍ବିତ ରାତିରେ ଉଠିଲା ଶ୍ରୀଲିଙ୍ଗରାଜଙ୍କ ମହାଦୀପ

ବିଳମ୍ବିତ ରାତିରେ ଉଠିଲା ଶ୍ରୀଲିଙ୍ଗରାଜଙ୍କ ମହାଦୀପ। ରାତି ୧ଟା ୮ରେ ମହାଦୀପ ଉଠିବା ପରେ ଜାଗର ବ୍ରତ ସାରିଛନ୍ତି ଶ୍ରଦ୍ଧାଳୁ। ଶନିବାର ମହାଶିବରାତ୍ରୀରେ ରାତି ୧୦ଟା ବେଳକୁ ମହାଦୀପ ଉଠିବା ପାଇଁ ନୀତି ନିର୍ଘଣ୍ଟ ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟଠାରୁ ୩ ଘଣ୍ଟାରୁ ଅଧିକ ସମୟ ବିଳମ୍ବରେ ମହାଦୀପ ଉଠିଥିଲା। ମହାଦୀପଙ୍କୁ ଦର୍ଶନ ପରେ ଜାଗର ବ୍ରତ ଉଦଯାପନ କରିଥିଲେ ଶ୍ରଦ୍ଧାଳୁ

author-image
Manoj Swain

ବିଳମ୍ବିତ ରାତିରେ ଉଠିଲା ଶ୍ରୀଲିଙ୍ଗରାଜଙ୍କ ମହାଦୀପ। ରାତି ୧ଟା ୮ରେ ମହାଦୀପ ଉଠିବା ପରେ ଜାଗର ବ୍ରତ ସାରିଛନ୍ତି ଶ୍ରଦ୍ଧାଳୁ। ଶନିବାର ମହାଶିବରାତ୍ରୀରେ ରାତି ୧୦ଟା ବେଳକୁ ମହାଦୀପ ଉଠିବା ପାଇଁ ନୀତି ନିର୍ଘଣ୍ଟ ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟଠାରୁ ୩ ଘଣ୍ଟାରୁ ଅଧିକ ସମୟ ବିଳମ୍ବରେ ମହାଦୀପ ଉଠିଥିଲା। ମହାଦୀପଙ୍କୁ ଦର୍ଶନ ପରେ ଜାଗର ବ୍ରତ ଉଦଯାପନ କରିଥିଲେ ଶ୍ରଦ୍ଧାଳୁ। 

Advertisment
Mahadeepa Lingaraj Temple Maha Shivratri