ଇଂରାଜୀ ଶୁଣିଲେ କହିବେ,ଇଏ ଭିକାରୀ ନୁହଁନ୍ତି ଶିକ୍ଷକ | Odisha Reporter
ଶୁଣିଲେ। ଇଂରାଜୀ କହିବା ବେଳେ ପାଟିରେ ବାଟୁଳି ବାଜୁନି। ଇଂରାଜୀର ପ୍ରଶ୍ନକୁ ଇଂରାଜୀରେ ଦେଉଛନ୍ତି ଉତ୍ତର। କଥା ଶୁଣିଲେ ଲାଗୁଛି ଇଏ ବୋଧହୁଏ କେଉଁ ବଡ଼ ପ୍ରଫେସର ହୋଇଥିବେ। ହେଲେ, ନା। ଭିକ୍ଷୁକଙ୍କ ବେଶ, କାମ ବି ଭିକ୍ଷାବୃତ୍ତି କରିବା ଇଏ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ହରିପୁର ଗାଁର ରମେଶ ବଳ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
