Advertisment

ଇଂରାଜୀ ଶୁଣିଲେ କହିବେ ଇଏ ଭିକାରୀ ନୁହଁନ୍ତି ଶିକ୍ଷକ!

ଶୁଣିଲେ। ଇଂରାଜୀ କହିବା ବେଳେ ପାଟିରେ ବାଟୁଳି ବାଜୁନି। ଇଂରାଜୀର ପ୍ରଶ୍ନକୁ ଇଂରାଜୀରେ ଦେଉଛନ୍ତି ଉତ୍ତର। କଥା ଶୁଣିଲେ ଲାଗୁଛି ଇଏ ବୋଧହୁଏ କେଉଁ ବଡ଼ ପ୍ରଫେସର ହୋଇଥିବେ। ହେଲେ, ନା। ଭିକ୍ଷୁକଙ୍କ ବେଶ, କାମ ବି ଭିକ୍ଷାବୃତ୍ତି କରିବା ଇଏ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ହରିପୁର ଗାଁର ରମେଶ ବଳ।

Odisha English Learning Beggar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe