ଚିଲିକାରେ ସି’ପ୍ଲେନ୍‌କୁ ଅବତରଣକୁ ନେଇ ଏମିତି କହିଲେ ପର୍ଯ୍ୟଟନ ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚିଲିକାରେ ସି’ପ୍ଲେନ୍ ଅବତରଣ କରିବା ଖବର ଗ୍ରହଣୀୟ ନୁହେଁ ବୋଲି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି। ସେ କହିଛନ୍ତି, “ଚିଲିକାରେ ସି’ପ୍ଲେନ୍ ଅବତରଣ କରିବା ଖବର ଖବରକାଗଜରୁ ପଢ଼ିଲି। ଯଦି ଏପରି ହୁଏ, ତେବେ ଚିଲିକା ତା’ର ଜୈବ ବିବିଧତା ହରାଇବ, ତେଣୁ ଏହା ଗ୍ରହଣୀୟ ନୁହେଁ।” ମନ୍ତ୍ରୀ ଆହୁରି କହିଛନ୍ତି, “ଏପରି ହେଲେ, ସ୍ଥାନୀୟ ଲୋକେ ସେମାନଙ୍କ ପେଟପାଟଣା ହରାଇବେ।  ଏଥିପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ସହ […]

ASHOK

ASHOK

Rakesh Mallick
  • Published: Sunday, 16 September 2018
  • Updated: 16 September 2018, 12:51 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚିଲିକାରେ ସି’ପ୍ଲେନ୍ ଅବତରଣ କରିବା ଖବର ଗ୍ରହଣୀୟ ନୁହେଁ ବୋଲି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି।

ସେ କହିଛନ୍ତି, “ଚିଲିକାରେ ସି’ପ୍ଲେନ୍ ଅବତରଣ କରିବା ଖବର ଖବରକାଗଜରୁ ପଢ଼ିଲି। ଯଦି ଏପରି ହୁଏ, ତେବେ ଚିଲିକା ତା’ର ଜୈବ ବିବିଧତା ହରାଇବ, ତେଣୁ ଏହା ଗ୍ରହଣୀୟ ନୁହେଁ।”

ମନ୍ତ୍ରୀ ଆହୁରି କହିଛନ୍ତି, “ଏପରି ହେଲେ, ସ୍ଥାନୀୟ ଲୋକେ ସେମାନଙ୍କ ପେଟପାଟଣା ହରାଇବେ।  ଏଥିପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ସହ ଆଲୋଚନା କରିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story