ମଣିଷକୁ ଭଲ ପାଇବାର ବାର୍ତ୍ତା ଦିଏ ସାହିତ୍ୟ

ଭୁବନେଶ୍ୱର:୪/୧୨: ସାହିତ୍ୟ ମଣିଷକୁ ଭଲ ପାଇବାର ବାର୍ତ୍ତା ଦିଏ। ଶ୍ରଦ୍ଧାରୁ ହିଁ ସାହିତ୍ୟର ସୃଷ୍ଟି ବୋଲି ହୋଟେଲ୍ ସ୍ୟାଣ୍ଡି ଟାୱାର୍‌ଠାରେ ଅନୁଷ୍ଠିତ ଭବାନୀପାଟଣାରୁ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା ‘ମହୁରି’ର ଦଶମ ବାର୍ଷିକୋତ୍ସବରେ ବକ୍ତାମାନେ ମତ ପ୍ରକାଶ କରିଥିଲେ। ଉତ୍ସବରେ ‘ମହୁରି’ର ମୁଖ୍ୟ ସଂପାଦକ ଭବାନୀ ଶଙ୍କର ନିଆଲ ସଭାପତିତ୍ବ  କରିଥିଲେ। ଉଦ୍‌ଘାଟକ ଭାବେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ଡ. ସୌଭାଗ୍ୟ […]

MAHURI FUNCTION-4

MAHURI FUNCTION-4

Ordigital Desk
  • Published: Monday, 04 December 2017
  • Updated: 04 December 2017, 03:55 PM IST

Sports

Latest News

ଭୁବନେଶ୍ୱର:୪/୧୨: ସାହିତ୍ୟ ମଣିଷକୁ ଭଲ ପାଇବାର ବାର୍ତ୍ତା ଦିଏ। ଶ୍ରଦ୍ଧାରୁ ହିଁ ସାହିତ୍ୟର ସୃଷ୍ଟି ବୋଲି ହୋଟେଲ୍ ସ୍ୟାଣ୍ଡି ଟାୱାର୍‌ଠାରେ ଅନୁଷ୍ଠିତ ଭବାନୀପାଟଣାରୁ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା 'ମହୁରି'ର ଦଶମ ବାର୍ଷିକୋତ୍ସବରେ ବକ୍ତାମାନେ ମତ ପ୍ରକାଶ କରିଥିଲେ। ଉତ୍ସବରେ 'ମହୁରି'ର ମୁଖ୍ୟ ସଂପାଦକ ଭବାନୀ ଶଙ୍କର ନିଆଲ ସଭାପତିତ୍ବ  କରିଥିଲେ। ଉଦ୍‌ଘାଟକ ଭାବେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ଡ. ସୌଭାଗ୍ୟ କୁମାର ମିଶ୍ର, ସମ୍ମାନୀତ ଅତିଥି ଭାବେ 'କାଦମ୍ୱିନୀ'ର ସଂପାଦିକା ଡ. ଇତି ସାମନ୍ତ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଫେସର ଡ. ଆଦିକନ୍ଦ ସାହୁଙ୍କୁ 'ମହୁରି ସମ୍ମାନ-୨୦୧୭' ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରୁ ସୁଧୀର କୁମାର ଧାଙ୍ଗଡ଼ା ମାଝୀ ଅତିଥି ପରିଚୟ ଓ 'ମହୁରି' ସଂପାଦକ ସୁକାନ୍ତ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।  ଉଦ୍‌ଘାଟନୀ ଉତ୍ସବକୁ ଡ. ସୁଶୀଳ କୁମାର ବାଗ୍ ପରିଚାଳନା କରିଥିଲେ।

[caption id="attachment_188414" align="aligncenter" width="960"] ପ୍ରଦୀପ ପ୍ରଜ୍ୱଳନ କରୁଛନ୍ତି ଅତିଥିମାନେ[/caption]

ଦ୍ୱିତୀୟ ଅଧିବେଶନ କବିତା ପାଠୋତ୍ସବରେ 'ମହୁରି'ର କାର୍ଯ୍ୟକାରୀ ସଂପାଦକ ପବିତ୍ର କୁମାର ସ୍ୱାଇଁ ସଭାପତିତ୍ୱ କରିଥିଲେ। କବିତା ପାଠୋତ୍ସବରେ ଡ.ବାବାଜୀ ଚରଣ ପଟ୍ଟନାୟକ ଓ କବୟିତ୍ରୀ ସୁଚେତା ମିଶ୍ର ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କବିତା ପାଠୋତ୍ସବକୁ ସଂଯୋଜନା କରିଥିଲେ ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ଓ ସର୍ବାଣୀ ଦାସ। ଶେଷରେ ସାହିତ୍ୟ କଥାର ସହ-ସଂପାଦକ ସୁଶୀଲ କୁମାର ବାଗ୍ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ରାଜ୍ୟସ୍ତରୀୟ କବିତା ପାଠୋତ୍ସବରେ ବହୁ କବି ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ।

[caption id="attachment_188415" align="aligncenter" width="805"] ପ୍ରଫେସର ଆଦିକନ୍ଦ ସାହୁଙ୍କୁ ମହୁରି ସମ୍ମାନ ପ୍ରଦାନ କରାଯାଉଛି[/caption]

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story