Advertisment

ଉତ୍ସବ ଭିତରେ ଲାଇଭ୍‌ ମର୍ଡର!

ଏବେ ପୂରା ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର। ସବୁଠି ଶିବପାର୍ବତୀଙ୍କ ବିବାହ ଉତ୍ସବ ଶୀତଳ ଷଷ୍ଠି। ଜାଗା ଜାଗାରେ ମନୋରଂଜନ କାଯ୍ୟର୍କ୍ରମ। ବଲାଙ୍ଗିରରେ ବି ଶତାବ୍ଦୀ ପୁରୁଣା ଶିତଳଷଷ୍ଠୀ ଯାତ୍ରା। ସହରର ବିଭିନ୍ନ ଜାଗାରେ ଶୀତଳ ଷଷ୍ଠି ଯାତ୍ରା ପାଇଁ ପ୍ରତିଦିନ ରାତିରେ ଜମୁଛି ଗୀତନାଚର ଆସର। ସେମିତି ଗତ ରାତିରେ ବି ବିଭିନ୍ନ ଜାଗାରେ ନାଚଗୀତ ହେଉଥିଲା। ଆଉ ଯାତ୍ରା ଦେଖି ଭୋର ଚାରିଟାରେ ଘରକୁ ଫେରୁଥିବା ବେଳେ ଟାଉନଥାନାରୁ ମାତ୍ର ଶହେ ମିଟର ଦୂରରେ ହେଲା ଗୋଷ୍ଠୀ ସଂଘର୍ଷ। ଛୁରାମାଡ଼ରେ ଜଣେ ମୃତ, ଆଉ ଜଣେ ଗୁରୁତର।

Murder Crime Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe