/odisha-reporter/media/post_attachments/uploads/2018/10/1-22.jpg)
1
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭେରି ସିଭିୟର ସାଇକ୍ଲୋନ୍ ‘ତିତ୍ଲି’ ସମୁଦ୍ର ଭିତରେ କେମିତି ତାଣ୍ଡବ ରଚୁଛି ତାହା ଦେଖିଲେ ଭୟ ଲାଗିବ। ଧୀରେ ଧୀରେ ଏହା ଚକ୍ରି କାଟି କାଟି ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଏଭଳି ସ୍ଥିତିରେ କେମିତି ଦିଶୁଛି ଏହି ସାମୁଦ୍ରିକ ଝଡ଼ ତାହାର ସାଟେଲାଇଟ୍ ଚିତ୍ର ଉପଲବ୍ଧ ହୋଇଛି ନିମ୍ନରେ ଦିଆଯାଇଥିବା ଏକ ୱେବ୍ସାଇଟ୍ରେ। ସ୍ଥିତି ଦେଖିବାକୁ ତଳ ଲିଙ୍କ୍ରେ କ୍ଲିକ୍ କରନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
