Advertisment

ଦେଖନ୍ତୁ ବାତ୍ୟା ତିତ୍‌ଲିର LIVE ସାଟେଲାଇଟ୍ ଚିତ୍ର

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭେରି ସିଭିୟର ସାଇକ୍ଲୋନ୍ ‘ତିତ୍‌ଲି’ ସମୁଦ୍ର ଭିତରେ କେମିତି ତାଣ୍ଡବ ରଚୁଛି ତାହା ଦେଖିଲେ ଭୟ ଲାଗିବ। ଧୀରେ ଧୀରେ ଏହା ଚକ୍ରି କାଟି କାଟି ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଏଭଳି ସ୍ଥିତିରେ କେମିତି ଦିଶୁଛି ଏହି ସାମୁଦ୍ରିକ ଝଡ଼ ତାହାର ସାଟେଲାଇଟ୍ ଚିତ୍ର ଉପଲବ୍ଧ ହୋଇଛି ନିମ୍ନରେ ଦିଆଯାଇଥିବା ଏକ ୱେବ୍‌ସାଇଟ୍‌ରେ। ସ୍ଥିତି ଦେଖିବାକୁ ତଳ ଲିଙ୍କ୍‌ରେ କ୍ଲିକ୍ କରନ୍ତୁ। https://www.windy.com/?18.657,83.881,7,m:ecwaiyZ

ଅଦ୍ୟତନ ହୋଇଛି
ଦେଖନ୍ତୁ ବାତ୍ୟା ତିତ୍‌ଲିର LIVE ସାଟେଲାଇଟ୍ ଚିତ୍ର

1

Advertisment

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭେରି ସିଭିୟର ସାଇକ୍ଲୋନ୍ ‘ତିତ୍‌ଲି’ ସମୁଦ୍ର ଭିତରେ କେମିତି ତାଣ୍ଡବ ରଚୁଛି ତାହା ଦେଖିଲେ ଭୟ ଲାଗିବ। ଧୀରେ ଧୀରେ ଏହା ଚକ୍ରି କାଟି କାଟି ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଏଭଳି ସ୍ଥିତିରେ କେମିତି ଦିଶୁଛି ଏହି ସାମୁଦ୍ରିକ ଝଡ଼ ତାହାର ସାଟେଲାଇଟ୍ ଚିତ୍ର ଉପଲବ୍ଧ ହୋଇଛି ନିମ୍ନରେ ଦିଆଯାଇଥିବା ଏକ ୱେବ୍‌ସାଇଟ୍‌ରେ। ସ୍ଥିତି ଦେଖିବାକୁ ତଳ ଲିଙ୍କ୍‌ରେ କ୍ଲିକ୍ କରନ୍ତୁ।

Advertisment

https://www.windy.com/?18.657,83.881,7,m:ecwaiyZ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe