ଖାଲି ଉଦ୍ଘାଟନ, ସ୍ପପ୍ନରେ ଚାଲିଛି ଲିଭର ଟ୍ରାନସପ୍ଲାଣ୍ଟ

ଅଭିନେତା ପିଣ୍ଟୁ ନନ୍ଦଙ୍କର ଓଡ଼ିଶାରେ ହୋଇପାରିଲାନି ଲିଭର ଟ୍ରାନସପ୍ଲାଣ୍ଟ। ଦୁଇ ଥର ଲିଭର ଟ୍ରାନସପ୍ଲାଣ୍ଟ ବ୍ୟବସ୍ଥା ଉଦଘାଟନ କରିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ୧୦ ବର୍ଷ ହେଲା ଓଡ଼ିଶା ସରକାର ଦେଖାଇଥିଲେ ଲିଭର ଟ୍ରାନସପ୍ଲାଂଟର ସ୍ୱପ୍ନ। ୨୨ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଅଚଳ, ତାଲିମ ନେଇ ଅବସର ନେଲେଣି ଷ୍ଟାଫ୍।

Debendra Prusty
  • Published: Thursday, 09 February 2023
  • Updated: 09 February 2023, 11:14 AM IST

ଅଭିନେତା ପିଣ୍ଟୁ ନନ୍ଦଙ୍କର ଓଡ଼ିଶାରେ ହୋଇପାରିଲାନି ଲିଭର ଟ୍ରାନସପ୍ଲାଣ୍ଟ। ଦୁଇ ଥର ଲିଭର ଟ୍ରାନସପ୍ଲାଣ୍ଟ ବ୍ୟବସ୍ଥା ଉଦଘାଟନ କରିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ୧୦ ବର୍ଷ ହେଲା ଓଡ଼ିଶା ସରକାର ଦେଖାଇଥିଲେ ଲିଭର ଟ୍ରାନସପ୍ଲାଂଟର ସ୍ୱପ୍ନ। ୨୨ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଅଚଳ, ତାଲିମ ନେଇ ଅବସର ନେଲେଣି ଷ୍ଟାଫ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos