ଖାଲି ଉଦ୍ଘାଟନ, ସ୍ପପ୍ନରେ ଚାଲିଛି ଲିଭର ଟ୍ରାନସପ୍ଲାଣ୍ଟ | Odisha Reporter
Advertisment
ଅଭିନେତା ପିଣ୍ଟୁ ନନ୍ଦଙ୍କର ଓଡ଼ିଶାରେ ହୋଇପାରିଲାନି ଲିଭର ଟ୍ରାନସପ୍ଲାଣ୍ଟ। ଦୁଇ ଥର ଲିଭର ଟ୍ରାନସପ୍ଲାଣ୍ଟ ବ୍ୟବସ୍ଥା ଉଦଘାଟନ କରିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ୧୦ ବର୍ଷ ହେଲା ଓଡ଼ିଶା ସରକାର ଦେଖାଇଥିଲେ ଲିଭର ଟ୍ରାନସପ୍ଲାଂଟର ସ୍ୱପ୍ନ। ୨୨ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଅଚଳ, ତାଲିମ ନେଇ ଅବସର ନେଲେଣି ଷ୍ଟାଫ୍।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us