୩୦୦ ଗୋରୁ ଉଦ୍ଧାର, ୩ଟି ଟ୍ରକ ଅଟକ

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଦେଇ ଯାଇଥିବା ଏନ୍‌ଏଚ୍‌-୬୦ର ଚାଲନ୍ତିଠାରେ ୩ଟି ଗୋରୁ ଚାଲାଣ ଟ୍ରକ୍‌କୁ ସ୍ଥାନୀୟ ଲୋକେ ଅଟକ ରଖଇଛନ୍ତି। ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ୍‌ଗୁଡିକୁ ଅଟକ ରଖଇବା ସହ ୩୦୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରିଛି। ପଶ୍ଚିମବଙ୍ଗକୁ ଏହି ଗୋରୁ ବେଆଇନ ଭାବେ ଚାଲାଣ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେହିପରି ଜଳେଶ୍ୱର ବାଇଗଣ ବାଡ଼ିଆଠାରେ ୭ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଏଥିସହ ଗୋଟିଏ ଗାଡ଼ି ଓ […]

cow

cow

Rakesh Mallick
  • Published: Saturday, 23 February 2019
  • Updated: 23 February 2019, 09:09 AM IST

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଦେଇ ଯାଇଥିବା ଏନ୍‌ଏଚ୍‌-୬୦ର ଚାଲନ୍ତିଠାରେ ୩ଟି ଗୋରୁ ଚାଲାଣ ଟ୍ରକ୍‌କୁ ସ୍ଥାନୀୟ ଲୋକେ ଅଟକ ରଖଇଛନ୍ତି। ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ୍‌ଗୁଡିକୁ ଅଟକ ରଖଇବା ସହ ୩୦୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରିଛି।

ପଶ୍ଚିମବଙ୍ଗକୁ ଏହି ଗୋରୁ ବେଆଇନ ଭାବେ ଚାଲାଣ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସେହିପରି ଜଳେଶ୍ୱର ବାଇଗଣ ବାଡ଼ିଆଠାରେ ୭ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଏଥିସହ ଗୋଟିଏ ଗାଡ଼ି ଓ ଗାଡ଼ି ମାଲିକଙ୍କୁ ପୁଲିସ୍‌ ଅଟକ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story