/odisha-reporter/media/post_attachments/uploads/2019/02/cow.jpg)
cow
ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଦେଇ ଯାଇଥିବା ଏନ୍ଏଚ୍-୬୦ର ଚାଲନ୍ତିଠାରେ ୩ଟି ଗୋରୁ ଚାଲାଣ ଟ୍ରକ୍କୁ ସ୍ଥାନୀୟ ଲୋକେ ଅଟକ ରଖଇଛନ୍ତି। ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ୍ଗୁଡିକୁ ଅଟକ ରଖଇବା ସହ ୩୦୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରିଛି।
Advertisment
ପଶ୍ଚିମବଙ୍ଗକୁ ଏହି ଗୋରୁ ବେଆଇନ ଭାବେ ଚାଲାଣ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ସେହିପରି ଜଳେଶ୍ୱର ବାଇଗଣ ବାଡ଼ିଆଠାରେ ୭ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଏଥିସହ ଗୋଟିଏ ଗାଡ଼ି ଓ ଗାଡ଼ି ମାଲିକଙ୍କୁ ପୁଲିସ୍ ଅଟକ ରଖିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
