ମଦ ଦୋକାନ ବନ୍ଦ ଦାବିରେ ରାସ୍ତାରୋକ

<p>ପିପିଲି: ମଦ ଦୋକାନ ବନ୍ଦ ବିରୋଧରେ ଖେଲ୍ଲାଭର ପଞ୍ଚାୟତର ଲୋକେ ଅଣ୍ଟା ଭିଡ଼ିଛନ୍ତି। ଆଜି ସକାଳେ &nbsp;ଉତ୍ତ୍ୟକ୍ତ ଲୋକେ ତେଲାଙ୍ଗ-ପିପିଲିର ମୁଖ୍ୟ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଛନ୍ତି।</p> <p>ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।&nbsp; ଏବେ ବି ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।</p>

Ordigital Desk
  • Published: Wednesday, 13 September 2017
  • Updated: 13 September 2017, 01:18 PM IST

Sports

Latest News

<p>ପିପିଲି: ମଦ ଦୋକାନ ବନ୍ଦ ବିରୋଧରେ ଖେଲ୍ଲାଭର ପଞ୍ଚାୟତର ଲୋକେ ଅଣ୍ଟା ଭିଡ଼ିଛନ୍ତି। ଆଜି ସକାଳେ &nbsp;ଉତ୍ତ୍ୟକ୍ତ ଲୋକେ ତେଲାଙ୍ଗ-ପିପିଲିର ମୁଖ୍ୟ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଛନ୍ତି।</p><p>ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।&nbsp; ଏବେ ବି ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos