Advertisment

ମଦ ଦୋକାନ ବନ୍ଦ ଦାବିରେ ରାସ୍ତାରୋକ

ପିପିଲି: ମଦ ଦୋକାନ ବନ୍ଦ ବିରୋଧରେ ଖେଲ୍ଲାଭର ପଞ୍ଚାୟତର ଲୋକେ ଅଣ୍ଟା ଭିଡ଼ିଛନ୍ତି। ଆଜି ସକାଳେ  ଉତ୍ତ୍ୟକ୍ତ ଲୋକେ ତେଲାଙ୍ଗ-ପିପିଲିର ମୁଖ୍ୟ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଛନ୍ତି।

ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।  ଏବେ ବି ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe