ପିଲାଦିନର ସ୍ମୃତି ମନେପକାଇ ସାତଦରିଆ ଡେଇଁ ଚାଲି ଆସିଲେ ଲଣ୍ଡନ ଦମ୍ପତି

କୋରାପୁଟ (ଓଡ଼ିଶା ରିପୋର୍ଟର): ସ୍ମୃତି ଅଭୁଲା। ଆଉ ତାକୁ ସାଉଣ୍ଟିଲେ ସେ ପୁଣି ହୋଇଯାଏ ସତେଜ। ଆଖି ଆଗରେ ନାଚିଯାଏ ସେଇ ହଜିଲା ଅତୀତ। କେତେବେଳେ ସେ ଅମାନିଆଁ ନଈ ତ କେତେବେଳେ ମନଲୋଭା ଜହ୍ନରାତି। ସ୍ମୃତି ଏମିତି ଏକ ବନ୍ଧନ, ଯାହା ଥରେ ବାନ୍ଧିଦେଲେ ଆଉ ଛାଡ଼େ ନାହିଁ । ଖାସ୍ ସେଇଥି ପାଇଁ ତ ଅତୀତର ସ୍ମୃତିକୁ ମନେପକାଇ ଓଡ଼ିଶାକୁ ଆସିଛନ୍ତି ଲଣ୍ଡନର ଦମ୍ପତି। ୬୯ ବର୍ଷ ତଳର ଲମ୍ବା ସ୍ମୃତି । ଯାହା […]

london1

london1

Puspanjali Panda
  • Published: Sunday, 17 November 2019
  • Updated: 17 November 2019, 07:44 PM IST

Sports

Latest News

କୋରାପୁଟ (ଓଡ଼ିଶା ରିପୋର୍ଟର): ସ୍ମୃତି ଅଭୁଲା। ଆଉ ତାକୁ ସାଉଣ୍ଟିଲେ ସେ ପୁଣି ହୋଇଯାଏ ସତେଜ। ଆଖି ଆଗରେ ନାଚିଯାଏ ସେଇ ହଜିଲା ଅତୀତ। କେତେବେଳେ ସେ ଅମାନିଆଁ ନଈ ତ କେତେବେଳେ ମନଲୋଭା ଜହ୍ନରାତି। ସ୍ମୃତି ଏମିତି ଏକ ବନ୍ଧନ, ଯାହା ଥରେ ବାନ୍ଧିଦେଲେ ଆଉ ଛାଡ଼େ ନାହିଁ । ଖାସ୍ ସେଇଥି ପାଇଁ ତ ଅତୀତର ସ୍ମୃତିକୁ ମନେପକାଇ ଓଡ଼ିଶାକୁ ଆସିଛନ୍ତି ଲଣ୍ଡନର ଦମ୍ପତି।

୬୯ ବର୍ଷ ତଳର ଲମ୍ବା ସ୍ମୃତି । ଯାହା ତାଙ୍କୁ ଟାଣି ଆଣିଛି କୋରାପୁଟର ମାଛକୁଣ୍ଡକୁ। ୧୯୫୦ ମସିହାରେ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ କାମ ଚାଲିଥିବା ବେଳେ ଏଠାରେ କାର୍ଯ୍ୟ କରୁଥିଲେ ଉଭୟଙ୍କ ପିତା ଜଜ୍ ଗୋଲ୍ଡ ଓ ରବର୍ଟ ନ୍ୟୁ ପର୍ଟ। ସେଇ ସ୍ମୃତିକୁ ମନେ ପକାଇ ସେମାନେ ମାଛକୁଣ୍ଡ ବୁଲିବା ସହ କ୍ୟାମେରାରେ କଏଦ କରିଛନ୍ତି ସେଠାକାର ମନଲୋଭା ଦୃଶ୍ୟ ।

ଏପଟେ ପୂର୍ବତନ କର୍ମଚାରୀଙ୍କ ପୁଅଝିଅ ଆସୁଥିବା ଖବର ପାଇଁ କର୍ମଚାରୀ ଓ ସ୍ଥାନୀୟ ଲୋକେ ବେଶ ଉତ୍ସାହିତ ଥିଲେ। ବିଦ୍ୟୁତ ପ୍ରକଳ୍ପ କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ସ୍ୱାଗତ କରିବା ସହ ବିଦ୍ୟୁତ ପ୍ରକଳ୍ପ ବୁଲାଇ ଦେଖାଇଥିଲେ । ପିଲାଦିନର ସ୍ମୃତି ଓ ବାପାଙ୍କ କଥା ମନେପକାଇ ବେଶ ଖୁସି ହୋଇଥିଲେ ଉଭୟ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story