ଗୋଟିଏ ନଳକୂପକୁ ୧୦୦ ପରିବାର। ପାଣି ମୁନ୍ଦାଏ ପାଇଁ ଗରା ବାଲଟି ଧରି ଲାଗିଛି ଲମ୍ବା ଲାଇନି। ଗୋଟିଏ ଗରା କିମ୍ବା ବାଲଟିଏ ପାଣି ପାଇଁ ଡହଡହ ଖରାରେ ଛିଡାକୁ ହେବାକୁ ପଡୁଛି ଘଣ୍ଟା ଘଣ୍ଟା। ମୁନ୍ଦାଏ ପିଇବା ପାଣି ପାଇଁ ହେଉଛନ୍ତି ହୀନସ୍ତା। ଏ ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଆନ୍ଦୋଳା ଗ୍ରାମପଞ୍ଚାୟତ ଗୋପାଳପୁର ଗ୍ରାମର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ବର୍ଷାଙ୍କ ପଖାଳ ମଡେଲ୍ ନକଲ କଲେ ଦୀପାଳି
ଦୀପାଳି ସିମ୍ପାଥି ପାଇଁ ଫଲୋ କଲେ ବର୍ଷା ମଡେଲ୍! ଭୋଟରଙ୍କ ଘରେ ଯାଇ ନୂଆ କଂସାରେ ଖାଇଲେ ପଖାଳ। ଜନତା ଭଗବାନ, ଏଥିପାଇଁ କରିବାକୁ ପଡୁଛି କି ପଖାଳ ସେବନ? ହେଲେ ଭୋଟର ସବୁ ଜାଣୁଛନ୍ତି, କିଏ ଠିକ ଆଉ କିଏ ଭୁଲ୍?
Odisha
ଅତିରିକ୍ତ ଜିଲ୍ଲାପାଳଙ୍କ କାର୍କୁ ପିଟିଲା ‘ମୋ ବସ୍’,ଗାଡି ଭାଙ୍ଗି ଚୁର୍ମାର୍
ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡ଼ିକୁ ପିଟିଲା 'ମୋ ବସ୍'। ଅଳ୍ପକେ ବର୍ତ୍ତିଲେ କଟକ ଅତିରିକ୍ତ ଜିଲ୍ଲାପାଳ। ରାଜଭବନ ଛକରେ କଟକ ଏଡିଏମଙ୍କ ଗାଡ଼ିକୁ ଧକ୍କା ଦେଇଛି ମୋ ବସ୍। ତେବେ ଦୃତଗତି ଯୋଗୁଁ ଦୃର୍ଘଟଣା ହୋଇଥିବା ଜଣାପଡିଛି।
Odisha
ଓଡ଼ିଶାରେ ମାଫିଆ ସରକାର
ଝାରସୁଗୁଡ଼ାରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଜୋରଦାର କ୍ୟାମ୍ପେନିଂ। ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର ଲାଗି ଲଇକେରା ଓ କୋଲାବିରାରେ ଆୟୋଜିତ ବିଶାଳ ଜନସମାବେଶକୁ ଉଦବୋଧନ ଦେଇଥିଲେ ବୈଜୟନ୍ତ। ଏହି ଅବସରରେ ରାଜ୍ୟ ସରକାରଙ୍କୁ କରିଥିଲେ ଶାଣିତ ଆକ୍ରମଣ। ରାଜ୍ୟରେ ବିଗିଡ଼ି ଯାଇଥିବା ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସିଧାସଲଖ ଟାର୍ଗେଟ କରିଥିଲେ। ଓଡ଼ିଶାରେ ଚାଲିଛି ଗୁଣ୍ଡାରାଜ ଶାସନ, ସରକାରରେ ବସିଛନ୍ତି ମାଫିଆ। ରାଜ୍ୟରେ ବଢ଼ିଛି ମହିଳା ବିରୋଧୀ ହିଂସା, ଆଉ ଏଠି ଖୋଦ ମନ୍ତ୍ରୀ ବି ସୁରକ୍ଷିତ ନୁହଁନ୍ତି ବୋଲି ବୈଜୟନ୍ତ କହିଥିଲେ।
Odisha
ଓବିସି ସର୍ଭେର ଫାଇଦା କ’ଣ?
ପ୍ରଥମ ଥର ପାଇଁ ରାଜ୍ୟର ପଛୁଆ ବର୍ଗର ସ୍ଥିତି ଜାଣିବାକୁ ସର୍ଗେ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ବିହାର ପରେ ଦ୍ୱିତୀୟ ରାଜ୍ୟ ଭାବରେ ଓଡିଶାରେ ଏହି ସର୍ଭେ ଆରମ୍ଭ ହୋଇଛି। ମେ ପହିଲାରୁ ଏହି ସର୍ଭେ ଆରମ୍ଭ ହୋଇଛି। ରାଜ୍ୟରେ ୫୪ ପ୍ରତିଶତ ଭୋଟର ହେଉଛନ୍ତି ୱିସି ବର୍ଗର। ତେଣୁ ୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ସର୍ଭେ ହୋଇଥିବାରୁ ଓବିସି ବର୍ଗ ପାଇଁ କିଛି ପଦକ୍ଷେପ ନେଇପାରନ୍ତି ସରକାର। ଏଥିପାଇଁ ସର୍ଭେ ସମୟରେ ଆପଣଙ୍କୁ ସାମିଲ ହେବାକୁ ପଡ଼ିବ। ରାଜ୍ୟ ସରକାରଙ୍କ ଦ୍ୱାରା ଅଧିସୂଚିତ ୨୦୮ ପ୍ରକାର ପଛୁଆ ବର୍ଗ ଲୋକଙ୍କୁ ନେଇ ଏହି ସର୍ଭେ କରାଯାଉଛି।