Advertisment

ପାଣି ପାଇଁ ଲମ୍ବା ଲାଇନ୍

ଗୋଟିଏ ନଳକୂପକୁ ୧୦୦ ପରିବାର। ପାଣି ମୁନ୍ଦାଏ ପାଇଁ ଗରା ବାଲଟି ଧରି ଲାଗିଛି ଲମ୍ବା ଲାଇନି। ଗୋଟିଏ ଗରା କିମ୍ବା ବାଲଟିଏ ପାଣି ପାଇଁ ଡହଡହ ଖରାରେ ଛିଡାକୁ ହେବାକୁ ପଡୁଛି ଘଣ୍ଟା ଘଣ୍ଟା।

Advertisment

ଗୋଟିଏ ନଳକୂପକୁ ୧୦୦ ପରିବାର। ପାଣି ମୁନ୍ଦାଏ ପାଇଁ ଗରା ବାଲଟି ଧରି ଲାଗିଛି ଲମ୍ବା ଲାଇନି। ଗୋଟିଏ ଗରା କିମ୍ବା ବାଲଟିଏ ପାଣି ପାଇଁ ଡହଡହ ଖରାରେ ଛିଡାକୁ ହେବାକୁ ପଡୁଛି ଘଣ୍ଟା ଘଣ୍ଟା। ମୁନ୍ଦାଏ ପିଇବା ପାଣି ପାଇଁ ହେଉଛନ୍ତି ହୀନସ୍ତା। ଏ ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଆନ୍ଦୋଳା ଗ୍ରାମପଞ୍ଚାୟତ ଗୋପାଳପୁର ଗ୍ରାମର।

Advertisment
Odisha Drinking Water Problem
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe