ସକାଳେ ଶୂନ୍‌ଶାନ୍ ଘାଟି ରାସ୍ତାରେ...

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ କୋଟଗଡ଼ ଘାଟିରେ ପୁଣି ହୋଇଛି ଲୁଟ୍‌। ଲୁଟ୍‌ର ଶିକାର ହୋଇଛନ୍ତି ଏକ ଦମ୍ପତି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଧୀନ ଚମ୍ପାଇଲ ସାନବାଡ଼ ଗାଁର ସୁରେଶ କୁମାର ଜେନା ଓ ତାଙ୍କ ପତ୍ନୀ ମାମିନା ଜେନା ବାଇକ୍‌ ଯୋଗେ ରାଜସୁନାଖଳାରୁ ରଣପୁର ଅଭିମୁଖେ ଯାଉଥିଲେ l ସକାଳ ସମୟରେ ରାସ୍ତା ଶୂନ୍‌ଶାନ୍‌ ଥିବାର ସୁଯୋଗ ନେଇ ୩ ଜଣ ଲୁଟେରା ସେମାନଙ୍କୁ ବାଇକ୍‌ରେ ପିଛା କରିଥିଲେ। […]

Police Station

Police Station

Niharika Rout
  • Published: Wednesday, 12 May 2021
  • Updated: 12 May 2021, 12:43 PM IST

Sports

Latest News

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ କୋଟଗଡ଼ ଘାଟିରେ ପୁଣି ହୋଇଛି ଲୁଟ୍‌। ଲୁଟ୍‌ର ଶିକାର ହୋଇଛନ୍ତି ଏକ ଦମ୍ପତି।

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଧୀନ ଚମ୍ପାଇଲ ସାନବାଡ଼ ଗାଁର ସୁରେଶ କୁମାର ଜେନା ଓ ତାଙ୍କ ପତ୍ନୀ ମାମିନା ଜେନା ବାଇକ୍‌ ଯୋଗେ ରାଜସୁନାଖଳାରୁ ରଣପୁର ଅଭିମୁଖେ ଯାଉଥିଲେ l ସକାଳ ସମୟରେ ରାସ୍ତା ଶୂନ୍‌ଶାନ୍‌ ଥିବାର ସୁଯୋଗ ନେଇ ୩ ଜଣ ଲୁଟେରା ସେମାନଙ୍କୁ ବାଇକ୍‌ରେ ପିଛା କରିଥିଲେ।

ରାଜସୁନାଖଳା ଫାଣ୍ଡି ଅଧୀନ କୋଟଗଡ଼ର ନିଛାଟିଆ ଘାଟି ରାସ୍ତାରେ ଲୁଟେରାମାନେ ଜେନା ଦମ୍ପତିଙ୍କୁ ଆକ୍ରମଣ କରି ବନ୍ଧୁକ ଦେଖାଇ ଟଙ୍କା ଓ ସୁନା ଲୁଟି ନେଇଥିଲେ। ସେମାନେ ୯ ହଜାର ଟଙ୍କା, ଦେଢ଼ ଭରିର ଏକ ସୁନା ଚେନା ଓ ଗୋଟିଏ ମୋବାଇଲ ଫୋନ୍‌ ନେଇଯାଇଥିବା ଅଭିଯୋଗ ହୋଇଛି।

ସୁରେଶ କୁମାର ଜେନା ଲୁଟେରାମାନଙ୍କୁ ବାଧା ଦେବାକୁ ପ୍ରୟାସ କରିଥିଲେ। ତେବେ ସେମାନେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଦେଇଥିଲେ। ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ରାଜସୁନାଖଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଲିଖିତ ଅଭିଯୋଗ ପାଇବା ପରେ ରାଜସୁନାଖଳା ଫାଣ୍ଡି ପୁଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story