Advertisment

ବିପତ୍ତି ସମୟରେ ଲୁଟି ନେଲେ!

ଏହି ଦୃଶ୍ୟ ହିଁ ସବୁକିଛି ବୟାନ କରୁଛି। ଟିକେ ଭଲ କରି ନିରିଖେଇ ଦେଖନ୍ତୁ। କାଳ ରାତ୍ରିର ଠିକ ପରଦିନର ଏହି ଦୃଶ୍ୟ। ସକାଳୁ ସକାଳୁ ଯେତେବେଳେ ସମସ୍ତେ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ କିଛି ବ୍ୟକ୍ତି ଯାତ୍ରୀଙ୍କ ବ୍ୟାଗ ଉଣ୍ଡାଳୁଛନ୍ତି। କିଏ ପର୍ସରୁ ଟଙ୍କା ବାହାର କରୁଛି ତ କିଏ ଛାଡି ଯାଇଥିବା ବ୍ୟାଗ ଧରି ପଳାଉଛି।

author-image
Debendra Prusty

Odisha Train Accident Train Tragedy Coromandel Express