Advertisment

ହିମାଳୟରୁ ଆରମ୍ଭ ବାବୁଙ୍କ ପ୍ରେମ କାହାଣୀ!

ମସୁରୀରେ ଦେଖାସାକ୍ଷାତ ପରେ ଆରମ୍ଭ ହେଉଛି ଭଲପାଇବା। ହିମାଳୟର ପାଦଦେଶରେ ଲେଖା ଯାଉଛି ବାବୁଙ୍କ ପ୍ରେମ କାହାଣୀ। ଓଡ଼ିଶାର ଦୁଇ ଜିଲ୍ଲାପାଳଙ୍କ ଦ୍ୱିତୀୟ ବିବାହ ପରେ ଏବେ ଅଫିସର ବାବୁଙ୍କ ପ୍ରେମ କାହାଣୀକୁ ନେଇ ରାଜ୍ୟରେ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ମସୁରୀରେ ଥିବା ପ୍ରଶାସନିକ ଅଧିକାରୀଙ୍କ ତାଲିମ କେନ୍ଦ୍ରରୁ ହିଁ ଆରମ୍ଭ ହେଉଥିବା ଏହି ପ୍ରେମ କାହାଣୀରେ ନା ଧର୍ମ ବାଧକ ସାଜୁଛି ନା ବୟସ କଣ୍ଟା ହେଉଛି।

author-image
Debendra Prusty

Odisha Love Odisha Bureaucracy