ଆମ୍ୱ ପାଇଁ ସଂସାର ଛାଡ଼ିଦେଲେ

କିଏ କିଏ କୁହନ୍ତି ଗଛବାବା, କିଏ କିଏ କୁହନ୍ତି ଗଛ ମଣିଷ, ଆଉ କିଏ କୁହନ୍ତି ମ୍ୟାଙ୍ଗୋମ୍ୟାନ୍। ବଗିଚାରେ ଯେଉଁଆଡ଼େ ଦେଖିବେ ଖାଲି ଆମ୍ବ ଆଉ ଆମ୍ବ। ତାଙ୍କ ବଗୀଚାରେ ୧୦୦ରୁ ଅଧିକ ବିଭିନ୍ନ ପ୍ରକାରର ବିଭିନ୍ନ ରଙ୍ଗର ଆମ୍ବ ପେନ୍ଥାରେ ଝୁଲିଛି। ସେ ହେଉଛନ୍ତି କଟକ ମାହାଙ୍ଗା ଜାତିପାରିଲୋ ଅଞ୍ଚଳର ଖୋକନ ବେହୁରା। ପ୍ରକୃତି ଓ ପରିବେଶକୁ ଭଲପାଉଥିବା ଖୋକନ ଆମ୍ବ ଗଛ ଲଗାଇବା ଓ ପରିବେଶ ସଂରକ୍ଷଣରେ ନିଜକୁ ଏତେ ଭିଜେଇ ଦେଇଛନ୍ତି ଯେ, ତା ଭିତରେ ସଂସାର କରିବାକୁ ବି ଭୁଲି ଯାଇଛନ୍ତି।

Debendra Prusty
  • Published: Friday, 21 April 2023
  • Updated: 21 April 2023, 10:46 AM IST

କିଏ କିଏ କୁହନ୍ତି ଗଛବାବା, କିଏ କିଏ କୁହନ୍ତି ଗଛ ମଣିଷ, ଆଉ କିଏ କୁହନ୍ତି ମ୍ୟାଙ୍ଗୋମ୍ୟାନ୍। ବଗିଚାରେ ଯେଉଁଆଡ଼େ ଦେଖିବେ ଖାଲି ଆମ୍ବ ଆଉ ଆମ୍ବ। ତାଙ୍କ ବଗୀଚାରେ ୧୦୦ରୁ ଅଧିକ ବିଭିନ୍ନ ପ୍ରକାରର ବିଭିନ୍ନ ରଙ୍ଗର ଆମ୍ବ ପେନ୍ଥାରେ ଝୁଲିଛି। ସେ ହେଉଛନ୍ତି କଟକ ମାହାଙ୍ଗା ଜାତିପାରିଲୋ ଅଞ୍ଚଳର ଖୋକନ ବେହୁରା। ପ୍ରକୃତି ଓ ପରିବେଶକୁ ଭଲପାଉଥିବା ଖୋକନ ଆମ୍ବ ଗଛ ଲଗାଇବା ଓ ପରିବେଶ ସଂରକ୍ଷଣରେ ନିଜକୁ ଏତେ ଭିଜେଇ ଦେଇଛନ୍ତି ଯେ, ତା ଭିତରେ ସଂସାର କରିବାକୁ ବି ଭୁଲି ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos