ଆମ୍ୱ ପାଇଁ ସଂସାର ଛାଡ଼ିଦେଲେ || Man Plants 100 Different Varieties Of Mango Trees || Odisha Reporter
Advertisment
କିଏ କିଏ କୁହନ୍ତି ଗଛବାବା, କିଏ କିଏ କୁହନ୍ତି ଗଛ ମଣିଷ, ଆଉ କିଏ କୁହନ୍ତି ମ୍ୟାଙ୍ଗୋମ୍ୟାନ୍। ବଗିଚାରେ ଯେଉଁଆଡ଼େ ଦେଖିବେ ଖାଲି ଆମ୍ବ ଆଉ ଆମ୍ବ। ତାଙ୍କ ବଗୀଚାରେ ୧୦୦ରୁ ଅଧିକ ବିଭିନ୍ନ ପ୍ରକାରର ବିଭିନ୍ନ ରଙ୍ଗର ଆମ୍ବ ପେନ୍ଥାରେ ଝୁଲିଛି। ସେ ହେଉଛନ୍ତି କଟକ ମାହାଙ୍ଗା ଜାତିପାରିଲୋ ଅଞ୍ଚଳର ଖୋକନ ବେହୁରା। ପ୍ରକୃତି ଓ ପରିବେଶକୁ ଭଲପାଉଥିବା ଖୋକନ ଆମ୍ବ ଗଛ ଲଗାଇବା ଓ ପରିବେଶ ସଂରକ୍ଷଣରେ ନିଜକୁ ଏତେ ଭିଜେଇ ଦେଇଛନ୍ତି ଯେ, ତା ଭିତରେ ସଂସାର କରିବାକୁ ବି ଭୁଲି ଯାଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us