Advertisment

ଅପରାଜିତା ବେଶରେ ଦର୍ଶନ ଦେଲେ ମାଆ ଚର୍ଚ୍ଚିକା

ବାଙ୍କୀ (ସଞ୍ଜିବ କୁମାର ନାୟକ): ଆଜି ହେଉଛି ବାଙ୍କୀର ଆରାଧ୍ୟ ଦେବୀ ମାଆ ଚର୍ଚ୍ଚିକାଙ୍କ ବିଜୟା ଦଶମୀ। ସେଥିପାଇଁ ସେବାୟତମାନେ ମହାନଦୀରୁ ୧୦୮ ଗାରା ପବିତ୍ର ଜଳ ଆଣି ମାଆଙ୍କୁ ମଜଣା କରିଥିଲେ। ପରେ ସୁନ୍ଦର ରୂପରେ ମାଆଙ୍କୁ ସଜାଇଥିଲେ। ସକାଳ ଧୂପରେ ମାଣ୍ଡୁଅ ଭୋଗ ଲାଗି କରା ଯାଇଥିଲା। ତା’ପରେ ମାଆ ଅପରାଜିତା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ଦୂର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ଏଥିପାଇଁ ପ୍ରଶାସନ ପକ୍ଷରୁ […]

ଅପରାଜିତା ବେଶରେ ଦର୍ଶନ ଦେଲେ ମାଆ ଚର୍ଚ୍ଚିକା

Aparajita

Advertisment

ବାଙ୍କୀ (ସଞ୍ଜିବ କୁମାର ନାୟକ): ଆଜି ହେଉଛି ବାଙ୍କୀର ଆରାଧ୍ୟ ଦେବୀ ମାଆ ଚର୍ଚ୍ଚିକାଙ୍କ ବିଜୟା ଦଶମୀ। ସେଥିପାଇଁ ସେବାୟତମାନେ ମହାନଦୀରୁ ୧୦୮ ଗାରା ପବିତ୍ର ଜଳ ଆଣି ମାଆଙ୍କୁ ମଜଣା କରିଥିଲେ। ପରେ ସୁନ୍ଦର ରୂପରେ ମାଆଙ୍କୁ ସଜାଇଥିଲେ। ସକାଳ ଧୂପରେ ମାଣ୍ଡୁଅ ଭୋଗ ଲାଗି କରା ଯାଇଥିଲା। ତା’ପରେ ମାଆ ଅପରାଜିତା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ଦୂର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରାହଣ କରାଯାଇଥିଲା।

Advertisment

ପୂଜକଙ୍କ କହିବା ଅନୁସାରେ ଆଜି ମାଆଙ୍କା ପାଖରେ ଶାନ୍ତି ପୂଜା କରାଯାଇଥିଲା। ରାଜାଙ୍କ ଘରୁ ଆସିଥିବା ବରଣୀ ଚାଉଳ, ଗୁଆ, ନଡ଼ିଆ ପୂଜା କରାଯାଏ। ତା’ପରେ ସେ ସବୁକୁ ରଜାଙ୍କ ଖମାଣରେ ରଖାଯାଇଥିବା ପୂଜକ କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe