‘କାତ୍ୟାୟନୀ’ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ

ବଲାଙ୍ଗିର (ସସ୍ମିତା ସାହୁ): ଆଜି ହେଉଛି ନବରାତ୍ରର ଷଷ୍ଠ ଦିନ। ଆଜି ବଲାଙ୍ଗିର ସହରର ଇଷ୍ଟ ଦେବୀ ମା’ ସମଲେଶ୍ୱରୀ ଭକ୍ତମାନଙ୍କୁ ‘କାତ୍ୟାୟନୀ’ ବେଶରେ ଦର୍ଶନ ଦେଉଛନ୍ତି। ରାକ୍ଷସମାନଙ୍କୁ ବଧ କରିବା ପାଇଁ ମା’ ମହାନ ସନ୍ଥ କତ୍ୟଙ୍କ ଝିଅ ଭାବେ ଜନ୍ମ ନେଇଥିଲେ। ତେଣୁ ତାଙ୍କ ନାମ ‘କାତ୍ୟାୟନୀ’ ହୋଇଛି। ଏହି ବେଶରେ ମା’ ଚର୍ତୁଭୁଜା ହୋଇଥିବା ବେଳେ ସିଂହ ଉପରେ ବସିଛନ୍ତି। ମା’ଙ୍କ କାତ୍ୟାୟନୀ ବେଶକୁ ପୂଜାର୍ଚ୍ଚନା କଲେ ଧର୍ମ, ଅର୍ଥ, ମୋକ୍ଷ ପ୍ରାପ୍ତି […]

KattayniBesha

KattayniBesha

Jitendra Garnayak
  • Published: Sunday, 14 October 2018
  • Updated: 14 October 2018, 01:21 PM IST

Sports

Latest News

ବଲାଙ୍ଗିର (ସସ୍ମିତା ସାହୁ): ଆଜି ହେଉଛି ନବରାତ୍ରର ଷଷ୍ଠ ଦିନ। ଆଜି ବଲାଙ୍ଗିର ସହରର ଇଷ୍ଟ ଦେବୀ ମା’ ସମଲେଶ୍ୱରୀ ଭକ୍ତମାନଙ୍କୁ ‘କାତ୍ୟାୟନୀ’ ବେଶରେ ଦର୍ଶନ ଦେଉଛନ୍ତି।

ରାକ୍ଷସମାନଙ୍କୁ ବଧ କରିବା ପାଇଁ ମା’ ମହାନ ସନ୍ଥ କତ୍ୟଙ୍କ ଝିଅ ଭାବେ ଜନ୍ମ ନେଇଥିଲେ। ତେଣୁ ତାଙ୍କ ନାମ ‘କାତ୍ୟାୟନୀ’ ହୋଇଛି। ଏହି ବେଶରେ ମା’ ଚର୍ତୁଭୁଜା ହୋଇଥିବା ବେଳେ ସିଂହ ଉପରେ ବସିଛନ୍ତି।

maaମା’ଙ୍କ କାତ୍ୟାୟନୀ ବେଶକୁ ପୂଜାର୍ଚ୍ଚନା କଲେ ଧର୍ମ, ଅର୍ଥ, ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ମା’ କାତ୍ୟାୟନୀ ଅତି ଗୁପ୍ତ ରହସ୍ୟର ପ୍ରତୀକ ବୋଲି ବିଶ୍ୱାସ କରାଯାଏ।

ଦେବୀଙ୍କର କାତ୍ୟାୟନୀ ରୂପ ନକାରାତ୍ମକ ଶକ୍ତିକୁ ବିନାଶ କରି ଧର୍ମର ସ୍ଥାପନା କରିଥା’ନ୍ତି। ତେଣୁ ଆଜି ଶତାଧିକ ଭକ୍ତ ମା’ଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story