Advertisment

ଆଳୁ ଖୋଳୁ ଖୋଳୁ ମହାଦେବ

ମୁଁ କୌଣସି ଭୁଲ୍ କରିନାହିଁ। ଅନେକ ୟୁନିଭରସିଟି ସହ ମୋ ଡିଲିଂ ଅଛି। ଏମିତି କହି, ପୁଲିସ ଆଗରେ ଦମ ଦେଖାଇଥିଲା ଅଭିଯୁକ୍ତ। ଏବେ ମୁହାଁମୁହିଁ ପରେ ଝାଳନାଳ। ଏ ଦୃଶ୍ୟକୁ ଦେଖନ୍ତୁ, ଅଭିଯୁକ୍ତ ମନୋଜ ମିଶ୍ରଙ୍କୁ ପଚରାଉଚୁରା କରୁଛି ବଲାଙ୍ଗିର ପୁଲିସ।

author-image
Manoj Swain

ମୁଁ କୌଣସି ଭୁଲ୍ କରିନାହିଁ। ଅନେକ ୟୁନିଭରସିଟି ସହ ମୋ ଡିଲିଂ ଅଛି। ଏମିତି କହି, ପୁଲିସ ଆଗରେ ଦମ ଦେଖାଇଥିଲା ଅଭିଯୁକ୍ତ। ଏବେ ମୁହାଁମୁହିଁ ପରେ ଝାଳନାଳ। ଏ ଦୃଶ୍ୟକୁ ଦେଖନ୍ତୁ, ଅଭିଯୁକ୍ତ ମନୋଜ ମିଶ୍ରଙ୍କୁ ପଚରାଉଚୁରା କରୁଛି ବଲାଙ୍ଗିର ପୁଲିସ।

Advertisment
Odisha Balangir Fraud