/odisha-reporter/media/post_attachments/uploads/2017/01/Mahatmagandhi.jpg)
Mahatmagandhi
ଭୁବନେଶ୍ୱର: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ। ଜାନୁଆରୀ ୩୦ତାରିଖକୁ ସାରା ଦେଶ ଗାନ୍ଧୀଙ୍କ ପୁଣ୍ୟତିଥି ଭାବେ ପାଳନ କରିଥାଏ। ଆଜିର ଦିନରେ ଜାତିର ପିତା ତଥା ସ୍ୱାଧୀନତା ସଂଗ୍ରାମୀ ମହାତ୍ମା ଗାନ୍ଧୀଙ୍କ ପରଲୋକ ହୋଇଥିଲା। ୧୯୪୮ ମସିହା ଆଜିର ଦିନରେ ନାଥୁରାମ ଗଡ଼ଶେ ମହାତ୍ମା ଗାନ୍ଧୀଙ୍କୁ ଗୁଳିକରି ହତ୍ୟା କରିଥିଲେ। ହେ ରାମ କହି, ମହାତ୍ମା ଗାନ୍ଧୀ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ। ତାଙ୍କ ବିୟୋଗରେ ସାରା ଭାରତବର୍ଷ ସ୍ତବ୍ଧ ହୋଇଯାଇଥିଲା। ତେଣୁ ଏହି ଦିନକୁ ଗାନ୍ଧୀଙ୍କ ତିରୋଧାନ ଦିବସ ଭାବେ ପାଳନ କରାଯାଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
