ଭୁବନେଶ୍ୱରରୁ କୋକେନ୍ ଜବତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରୁ ଗତ ଏପ୍ରିଲ ମାସରେ କୋକେନ୍ ଜବତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୁଲ୍‌ବେଶ୍‌ ଖାନ୍ ଓରଫ ହଜରତକୁ ଗିରଫ କରିଛି ପୁଲିସ୍‌। ଓଡ଼ିଶା ପୁଲିସ୍‌ର ଏସ୍‌ଟିଏଫ୍‌ ତାକୁ ଉତ୍ତର ପ୍ରଦେଶରୁ ଗିରଫ କରିଛି। ଉତ୍ତର ପ୍ରଦେଶ ପୁଲିସ୍‌ର ଏସ୍‌ଟିଏଫ୍ ସହାୟତାରେ ଓଡ଼ିଶାର ଏସ୍‌ଟିଏଫ୍‌ ଗାଜିଆବାଦରେ ଚଢ଼ାଉ କରି ଗୁଲବେଶ ଖାନ୍‌କୁ ଗିରଫ କରିଛି। ଗୁଲବେଶର ଘର ଉତ୍ତର ପ୍ରଦେଶର ବରେଲୀ ଜିଲ୍ଲାର ଧର୍ମପୁରାରେ। ଗିରଫ କରିବା ପରେ ତାକୁ ଗାଜିଆବାଦ କୋର୍ଟରେ […]

Gulbesh

Gulbesh

Jitendra Garnayak
  • Published: Thursday, 01 September 2022
  • Updated: 01 September 2022, 05:40 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରୁ ଗତ ଏପ୍ରିଲ ମାସରେ କୋକେନ୍ ଜବତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୁଲ୍‌ବେଶ୍‌ ଖାନ୍ ଓରଫ ହଜରତକୁ ଗିରଫ କରିଛି ପୁଲିସ୍‌। ଓଡ଼ିଶା ପୁଲିସ୍‌ର ଏସ୍‌ଟିଏଫ୍‌ ତାକୁ ଉତ୍ତର ପ୍ରଦେଶରୁ ଗିରଫ କରିଛି। ଉତ୍ତର ପ୍ରଦେଶ ପୁଲିସ୍‌ର ଏସ୍‌ଟିଏଫ୍ ସହାୟତାରେ ଓଡ଼ିଶାର ଏସ୍‌ଟିଏଫ୍‌ ଗାଜିଆବାଦରେ ଚଢ଼ାଉ କରି ଗୁଲବେଶ ଖାନ୍‌କୁ ଗିରଫ କରିଛି।

ଗୁଲବେଶର ଘର ଉତ୍ତର ପ୍ରଦେଶର ବରେଲୀ ଜିଲ୍ଲାର ଧର୍ମପୁରାରେ। ଗିରଫ କରିବା ପରେ ତାକୁ ଗାଜିଆବାଦ କୋର୍ଟରେ ହାଜର କରି ଓଡ଼ିଶା ଆଣୁଛି ଏସ୍‌ଟିଏଫ୍‌।

ଗତ ଏପ୍ରିଲ ୧୨ ତାରିଖରେ ଭୁବନେଶ୍ୱରରୁ ୨୦୨ ଗ୍ରାମ କୋକେନ୍ ଜବତ କରାଯାଇଥିଲା। ଏହି ମାମଲରେ ଦୁଇ ଜଣ ଡ୍ରଗ୍ସ ମାଫିଆ- ବିଙ୍ଗଲୋର ସିଂହ ଓରଫ ରବି ଓ ସନ୍ନି କୁମାରଙ୍କୁ ଗିରଫ କରାଯାଇଥିଲା। ଏ ଦୁହିଁଙ୍କ ଘର ରାଜସ୍ଥାନରେ। ପଚରାଉଚରା ବେଳେ ଗୁଲବେଶ୍‌ ଖାନ୍‌ ଠାରୁ କୋକେନ୍ ଆଣିଥିବା ନେଇ ରବି ଓ ସନ୍ନି ପୁଲିସ୍‌କୁ କହିଥିଲେ। ଏହା ପରେ ତାକୁ ଧରିବାକୁ ପ୍ରସ୍ତୁତ ହୋଇଥିଲା ଯୋଜନା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story