ମାଲକାନାଗିରିରେ ଗଞ୍ଜେଇ ରାକେଟ :୫ ହୋମଗାର୍ଡଙ୍କ ସମେତ ୭ କୋର୍ଟ ଚାଲାଣ

ଚିତ୍ରକୋଣ୍ଡା : ଚିତ୍ରକୋଣ୍ଡାର ଅଞ୍ଚଳରୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଏକ ଟ୍ରକ ଜବତ କରିଛି ମାଲାକାନାଗିରି ପୋଲିସ । ଏକ ଟ୍ରକ ଯୋଗେ ଆନ୍ଧ୍ରକୁ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ମାଲକାନାଗିରି ଏସପି ମିତ୍ରଭାନୁ ମହାପାତ୍ର ଚଢ଼ଉ କରିଥିଲେ । ଚଢ଼ଉ ବେଳେ ଟ୍ରକରୁ ୧୮ଟି ପ୍ୟାକେଟରେ ଥିବା ସାଢ଼େ ୬ କୁଇଣ୍ଟାଲ ଗଞ୍ଜେଇ ସହ ୭ ଜଣଙ୍କୁ ଗିରଫ କରିଛି । ଏଥିରେ ସଂପୃକ୍ତ ଅଭିଯୋଗରେ ୫ ଜଣ ହୋମଗାର୍ଡ ସମେତ  ଟ୍ରକ […]

DSCN1767

DSCN1767

Rakesh Mallick
  • Published: Saturday, 16 May 2015
  • Updated: 16 May 2015, 06:29 AM IST

Sports

Latest News

ଚିତ୍ରକୋଣ୍ଡା : ଚିତ୍ରକୋଣ୍ଡାର ଅଞ୍ଚଳରୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଏକ ଟ୍ରକ ଜବତ କରିଛି ମାଲାକାନାଗିରି ପୋଲିସ । ଏକ ଟ୍ରକ ଯୋଗେ ଆନ୍ଧ୍ରକୁ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ମାଲକାନାଗିରି ଏସପି ମିତ୍ରଭାନୁ ମହାପାତ୍ର ଚଢ଼ଉ କରିଥିଲେ । ଚଢ଼ଉ ବେଳେ ଟ୍ରକରୁ ୧୮ଟି ପ୍ୟାକେଟରେ ଥିବା ସାଢ଼େ ୬ କୁଇଣ୍ଟାଲ ଗଞ୍ଜେଇ ସହ ୭ ଜଣଙ୍କୁ ଗିରଫ କରିଛି । ଏଥିରେ ସଂପୃକ୍ତ ଅଭିଯୋଗରେ ୫ ଜଣ ହୋମଗାର୍ଡ ସମେତ  ଟ୍ରକ ଡ୍ରାଇଭର ଓ ହେଲପରଙ୍କୁ କୋର୍ଟ ଚାଲଣ କରିଛି ମାଲାକାନାଗିରି ପୋଲିସ । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଦୋରାଗୁଡ଼ା ପଞ୍ଚାୟତର ଆରଏସିସି ଗ୍ରାମର ପ୍ରତାପ ସାଗର, ଚିତ୍ରକୋଣ୍ଡା ଅପରଟର କଲୋନୀର ହୋମଗାର୍ଡ କୁମୁଟି ମାଣ୍ଡି, ଗୋଲକ ବିହାରୀ କାଣ୍ଡି, ଏମ ଲୋଧା ରାଜୁ, ଚିତ୍ରକୋଣ୍ଡାର ସନ୍ତୋଷ କୁମାର ଏକା, ଡ୍ରାଇଭର ଭିରା ବାବୁ , ହେଲପର କେ ବାସୁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story