୪ ନାବାଳକଙ୍କ ଛାତିଥରା କାହାଣୀ; ଥାନାରେ ନିର୍ଘାତ ମାଡ଼ ସାଙ୍ଗକୁ ମିଳୁଛି କରେଣ୍ଟ ସକ୍‌

ମାଲକାନଗିରି(ଜିତେନ୍ଦ୍ର ବେଉରା): ଚୋରି ଅଭିଯୋଗରେ ରାତି ଅଧରେ ଘରୁ ଉଠାଇନେଲେ। ଏହାପରେ ଦିନରେ ଖାଇବାକୁ ଦେଉଥିବା ବେଳେ ରାତିରେ ମିଳୁଛି ନିର୍ଘାତ ମାଡ଼। ଏତିକିରେ ସରୁନି ନିର୍ଯାତନା କାହାଣୀ।  କରେଣ୍ଟ ସକ୍‌ ଦିଆଯାଉଥିବା ବେଳେ ହୋସ୍‌ ପଳାଇଲେ, ପାଣି ଢାଳି, ପିଟୁଛନ୍ତି। ଏପରି ନିର୍ଯାତନା ସହି ସହି ନାକ, କାନରୁ ବ୍ଲଡ଼ ବାହାରୁଥିବା ବେଳେ ଗୋଡ଼, ହାତ ସିଝିଯାଉଛି।  ନିର୍ଯାତନାର ଏପରି ଲୋମଟାଙ୍କୁରା କାହାଣୀ ଗଣମାଧ୍ୟମ ସମ୍ମୁଖରେ ବଖାଣିଛନ୍ତି  ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସ୍‌ ଦ୍ୱାରା […]

minor

minor

Niharika Rout
  • Published: Tuesday, 16 February 2021
  • Updated: 16 February 2021, 12:05 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ଚୋରି ଅଭିଯୋଗରେ ରାତି ଅଧରେ ଘରୁ ଉଠାଇନେଲେ। ଏହାପରେ ଦିନରେ ଖାଇବାକୁ ଦେଉଥିବା ବେଳେ ରାତିରେ ମିଳୁଛି ନିର୍ଘାତ ମାଡ଼। ଏତିକିରେ ସରୁନି ନିର୍ଯାତନା କାହାଣୀ।  କରେଣ୍ଟ ସକ୍‌ ଦିଆଯାଉଥିବା ବେଳେ ହୋସ୍‌ ପଳାଇଲେ, ପାଣି ଢାଳି, ପିଟୁଛନ୍ତି। ଏପରି ନିର୍ଯାତନା ସହି ସହି ନାକ, କାନରୁ ବ୍ଲଡ଼ ବାହାରୁଥିବା ବେଳେ ଗୋଡ଼, ହାତ ସିଝିଯାଉଛି।  ନିର୍ଯାତନାର ଏପରି ଲୋମଟାଙ୍କୁରା କାହାଣୀ ଗଣମାଧ୍ୟମ ସମ୍ମୁଖରେ ବଖାଣିଛନ୍ତି  ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସ୍‌ ଦ୍ୱାରା ଗିରଫ ହୋଇଥିବା ୪ ନାବାଳକ।ଏପରିକି ବାହାର ଲୋକ ଥାନାରେ ପଶି ମଧ୍ୟ ସେମାନଙ୍କୁ ମାଡ ମାରିଥିବା ଚାରି ନାବାଳକ  କାନ୍ଦି କାନ୍ଦି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।

ଗିରଫର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିବାର ନିୟମ ଥିବା ବେଳେ ଏଠାରେ କିନ୍ତୁ ନିୟମର ହୋଇଛି ଖୁଲମଖୁଲା ଉଲ୍ଲଘଂନ।  ହେଲେ ଚୋରି  ଘଟଣାରେ ୩ ଦିନ ପୂର୍ବେ ଗିରଫ କରାଯାଇଥିବା  ୪ ନାବାଳକଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ଗତ ୧୨ ତାରିଖରେ ଚିତ୍ରକୋଣ୍ଡାରେ ଜଣେ ହାବିଲଦାରଙ୍କ ଘରୁ ଚୋରି  ହୋଇଥିଲା। ଲୁଟେରାମାନେ ଆଲମାରି ଭାଙ୍ଗି ଶାଢୀ, ସୁନା ସବୁ ନେଇଯାଇଥିଲେ।  ଏହି ଚୋରି ଘଟଣାର ତଦନ୍ତ କରି ଚିତ୍ରକୋଣ୍ଡା ପୁଲିସ୍‌ ୪  ନାବାଳକଙ୍କୁ ଘରୁ ଉଠାଇ ଆମି ନିର୍ଦ୍ଧୁମ ଛେଚିଥିଲା । ସେମାନଙ୍କୁ ୨୪ ଘଣ୍ଟା ମଧ୍ୟରେ କୋର୍ଟରେ ହାଜର କରିବାର ନିୟମ ରହିଥିଲେ ମଧ୍ୟ ଚିତ୍ରକୋଣ୍ଡା ପୁଲିସ ସେମାନଙ୍କୁ ତିନି ଦିନ ଧରି ଜେଲ୍‌ରେ ପୁରାଇ ଅତି ନିର୍ମମ ଭାବେ ମାଡ ମାରିବା ସହ ବିଦ୍ୟୁତ ସକ୍ ଦେଇଥିବା ପରିବାର ଲୋକେ ଏବଂ ୪ ନାବାଳକ ଅଭିଯୋଗ କରିଛନ୍ତି।

ଏନେଇ ପରିବାର ଲୋକେ ଏସପିଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ ମଧ୍ୟ ଏସପିଙ୍କ ସାକ୍ଷାତ ପାଇ ନ ପାରି ସେମାନେ ଅସଂତୋଷ ଜାହିର କରିଛନ୍ତି। ତେବେ ସମସ୍ତ ଅଭିଯୋଗକୁ ଚିତ୍ରକୋଣ୍ଡା ଆଇଆଇସି ସୂର୍ଯ୍ୟ ପ୍ରକାଶ ନାୟକ ମିଥ୍ୟା ବୋଲି କହିବା ସହ ଏମାନେ ପୂର୍ବରୁ ମଧ୍ୟ  ବହୁ ଚୋରିରେ ସମ୍ପୃକ୍ତ ରହିଛନ୍ତି। ସେମାନଙ୍କ ଘରୁ ହିଁ ସବୁ ଚୋରି ଜିନିଷ ଉଦ୍ଧାର କରାଯାଇଛି ବୋଲି ସେ କହିଥିଲେ। ତେବେ ଏନେଇ ଉଚିତ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ପରିବାର ଲୋକେ।

ଅଧିକ ପଢନ୍ତୁ >> ଗୋଧ୍ରା କାଣ୍ଡ: ୧୯ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story